କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ, ଘରେ ପଶିଲା ବନ୍ଯା ପାଣି

The Sakala Picture
Published On

କେନ୍ଦ୍ରାପଡ଼ା: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ଅନ୍ଯପଟେ, ଉଛୁଳୁଛି କରାଣ୍ଡିଆ ନଦୀ । କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ହୋଇଥିବା ଜଣାପଡ଼ିଛି।ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ବନ୍ଯା ପାଣି  ଘରେ ପଶିଛି। ଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି, ଗରଦପୁର ବ୍ଲକ୍ […]

କେନ୍ଦ୍ରାପଡ଼ା: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ଅନ୍ଯପଟେ, ଉଛୁଳୁଛି କରାଣ୍ଡିଆ ନଦୀ । କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ହୋଇଥିବା ଜଣାପଡ଼ିଛି।ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ବନ୍ଯା ପାଣି  ଘରେ ପଶିଛି। ଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସେହିପରି, ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ପାଣି ଘେରରେ ରହିଛନ୍ତି। ଲୋକେ ଦରକାରୀ କାଗଜପତ୍ର ନେଇ ସ୍କୁଲ ଘରକୁ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

16 Aug 2022 By The Sakala

କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ, ଘରେ ପଶିଲା ବନ୍ଯା ପାଣି

କେନ୍ଦ୍ରାପଡ଼ା: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ଅନ୍ଯପଟେ, ଉଛୁଳୁଛି କରାଣ୍ଡିଆ ନଦୀ । କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ହୋଇଥିବା ଜଣାପଡ଼ିଛି।ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ବନ୍ଯା ପାଣି  ଘରେ ପଶିଛି। ଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି, ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ପାଣି ଘେରରେ ରହିଛନ୍ତି। ଲୋକେ ଦରକାରୀ କାଗଜପତ୍ର ନେଇ ସ୍କୁଲ ଘରକୁ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର