ନଦୀରେ ବୁଡି ଯୁବକ ନିଖୋଜ

The Sakala Picture
Published On

କେନ୍ଦ୍ରାପଡ଼ା: ନଦୀରେ ବୁଡି ଯୁବକ ନିଖୋଜ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଦାନପୁର ଲୁଣା ନଦୀ ପଠାରେ ଗାଧଉଥିବା ବେଳେ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ କୂଳସାହି ଗାଁର ସନ୍ତୋଷ କୁମାର ମିଶ୍ର ବୋଲି ଜଣାପଡିଛି। ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ବାହିନୀ ଟିମର ଉଦ୍ଧାର କାର୍ଯ୍ଯ ଜାରି ରହିଛି। ସୂଚନା ଅନୁଯାୟୀ, ସନ୍ତୋଷ ଆଜି ସକାଳୁ କୂଳସାହି ଲୁଣାନଦୀ ପଠାକୁ ଡ଼ଙ୍ଗା ଭସାଇବାକୁ ଆସିଥିଲେ । ଡ଼ଙ୍ଗା ଭସାଇବା ପରେ […]

କେନ୍ଦ୍ରାପଡ଼ା: ନଦୀରେ ବୁଡି ଯୁବକ ନିଖୋଜ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଦାନପୁର ଲୁଣା ନଦୀ ପଠାରେ ଗାଧଉଥିବା ବେଳେ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ କୂଳସାହି ଗାଁର ସନ୍ତୋଷ କୁମାର ମିଶ୍ର ବୋଲି ଜଣାପଡିଛି। ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ବାହିନୀ ଟିମର ଉଦ୍ଧାର କାର୍ଯ୍ଯ ଜାରି ରହିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସୂଚନା ଅନୁଯାୟୀ, ସନ୍ତୋଷ ଆଜି ସକାଳୁ କୂଳସାହି ଲୁଣାନଦୀ ପଠାକୁ ଡ଼ଙ୍ଗା ଭସାଇବାକୁ ଆସିଥିଲେ । ଡ଼ଙ୍ଗା ଭସାଇବା ପରେ ପୁଣି ନଦୀରେ ଗାଧୋଥିବା ବେଳେ ଏହି ଅଘଟଣ ଘଟିଛି। କିଛି ବର୍ଷ ପୂର୍ବେ ସନ୍ତୋଷଙ୍କ ବାପା ରବୀନ୍ଦ୍ର କୁମାର ମିଶ୍ର ମଧ୍ୟ ଏହି ଲୁଣା-କରଣ୍ଡିଆ ନଦୀ ପଠାରେ ବୁଡି ମୃତୁ ବରଣ କରିଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

08 Nov 2022 By The Sakala

ନଦୀରେ ବୁଡି ଯୁବକ ନିଖୋଜ

କେନ୍ଦ୍ରାପଡ଼ା: ନଦୀରେ ବୁଡି ଯୁବକ ନିଖୋଜ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଦାନପୁର ଲୁଣା ନଦୀ ପଠାରେ ଗାଧଉଥିବା ବେଳେ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ କୂଳସାହି ଗାଁର ସନ୍ତୋଷ କୁମାର ମିଶ୍ର ବୋଲି ଜଣାପଡିଛି। ଖବର ପାଇ ନିଶ୍ଚିନ୍ତ କୋଇଲି ଅଗ୍ନିଶମ ବାହିନୀ ଟିମର ଉଦ୍ଧାର କାର୍ଯ୍ଯ ଜାରି ରହିଛି।

ସୂଚନା ଅନୁଯାୟୀ, ସନ୍ତୋଷ ଆଜି ସକାଳୁ କୂଳସାହି ଲୁଣାନଦୀ ପଠାକୁ ଡ଼ଙ୍ଗା ଭସାଇବାକୁ ଆସିଥିଲେ । ଡ଼ଙ୍ଗା ଭସାଇବା ପରେ ପୁଣି ନଦୀରେ ଗାଧୋଥିବା ବେଳେ ଏହି ଅଘଟଣ ଘଟିଛି। କିଛି ବର୍ଷ ପୂର୍ବେ ସନ୍ତୋଷଙ୍କ ବାପା ରବୀନ୍ଦ୍ର କୁମାର ମିଶ୍ର ମଧ୍ୟ ଏହି ଲୁଣା-କରଣ୍ଡିଆ ନଦୀ ପଠାରେ ବୁଡି ମୃତୁ ବରଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର