ଗୋଟିଏ ସାହିର ୨୦ ଲୋକ ଝାଡା ବାନ୍ତିରୋଗରେ ସଂକ୍ରମିତ, କେନ୍ଦ୍ରାପଡା ସିଡିଏମ ଦୃଷ୍ଟି ଦେବାକୁ ଦାବି

The Sakala Picture
Published On

କଣ୍ଡିଆହାଟ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର କଣ୍ଡିଆହାଟ ମଳିକ ସାହିରେ ୨୦ ଜଣ ଲୋକେ ପ୍ରବଳ ଝାଡା ବାନ୍ତି ରୋଗରେ ସଂକ୍ରମିତ ହୋଇଛନ୍ତି । କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ କଟକ ବଡ ମେଡିକାଲ ଓ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେମାନଙ୍କର ୩୦ ରୁ ୩୫ ସାଲାଇନ ଲାଗୁଥିବା ଜଣାପଡିଛି । ହେଲେ ସେମାନେ ଏ ପର୍ଯ୍ଯନ୍ତ ସୁସ୍ଥ ହୋଇ ନାହାନ୍ତି । ସେହିପରି […]

କଣ୍ଡିଆହାଟ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର କଣ୍ଡିଆହାଟ ମଳିକ ସାହିରେ ୨୦ ଜଣ ଲୋକେ ପ୍ରବଳ ଝାଡା ବାନ୍ତି ରୋଗରେ ସଂକ୍ରମିତ ହୋଇଛନ୍ତି । କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ କଟକ ବଡ ମେଡିକାଲ ଓ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେମାନଙ୍କର ୩୦ ରୁ ୩୫ ସାଲାଇନ ଲାଗୁଥିବା ଜଣାପଡିଛି । ହେଲେ ସେମାନେ ଏ ପର୍ଯ୍ଯନ୍ତ ସୁସ୍ଥ ହୋଇ ନାହାନ୍ତି । ସେହିପରି ଅରଗଳ ଗ୍ରାମର ଯେନା ସାହିରେ ୪ଜଣ ଯୁବକ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କର କରୋନା ପଜେଟିଭ ଥିବ ଜଣା ପଡିଛି । କଣ୍ଡିଆ ମଳିକସାହିର ଲୋକେ ଅରଗଳ ଯେନା ସାହିକୁ ଯାଇ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ତେଣୁ କେନ୍ଦ୍ରାପଡା ସି. ଡି. ଏମ ତୁରନ୍ତ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

04 Jul 2021 By The Sakala

ଗୋଟିଏ ସାହିର ୨୦ ଲୋକ ଝାଡା ବାନ୍ତିରୋଗରେ ସଂକ୍ରମିତ, କେନ୍ଦ୍ରାପଡା ସିଡିଏମ ଦୃଷ୍ଟି ଦେବାକୁ ଦାବି

କଣ୍ଡିଆହାଟ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର କଣ୍ଡିଆହାଟ ମଳିକ ସାହିରେ ୨୦ ଜଣ ଲୋକେ ପ୍ରବଳ ଝାଡା ବାନ୍ତି ରୋଗରେ ସଂକ୍ରମିତ ହୋଇଛନ୍ତି । କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ କଟକ ବଡ ମେଡିକାଲ ଓ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେମାନଙ୍କର ୩୦ ରୁ ୩୫ ସାଲାଇନ ଲାଗୁଥିବା ଜଣାପଡିଛି । ହେଲେ ସେମାନେ ଏ ପର୍ଯ୍ଯନ୍ତ ସୁସ୍ଥ ହୋଇ ନାହାନ୍ତି । ସେହିପରି ଅରଗଳ ଗ୍ରାମର ଯେନା ସାହିରେ ୪ଜଣ ଯୁବକ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କର କରୋନା ପଜେଟିଭ ଥିବ ଜଣା ପଡିଛି । କଣ୍ଡିଆ ମଳିକସାହିର ଲୋକେ ଅରଗଳ ଯେନା ସାହିକୁ ଯାଇ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ତେଣୁ କେନ୍ଦ୍ରାପଡା ସି. ଡି. ଏମ ତୁରନ୍ତ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର