ସମୁଦ୍ର କୂଳରେ ଭାସି ଆସି ଲାଗିଲା ୨ କଣ୍ଟେନର, ସ୍ଥାନୀୟଲୋକେ ବୋହି ନେଇଗଲେ ବିଭିନ୍ନ ସାମଗ୍ରୀ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଲାଗିଛି । କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଯଥା- ସୋରିଷ ତେଲ, ବିସ୍କୁଟ, କୁରୁକୁରେ, ପ୍ୟାଣ୍ଟ ସାର୍ଟ କପଡ଼ା ଇତ୍ୟାଦି ସାମଗ୍ରୀ ଭର୍ତ୍ତି ହୋଇଥିବା ଜଣାପଡିଛ। ସ୍ଥାନୀୟ ଲୋକମାନେ ଖବର ପାଇ ସେଗୁଡିକ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । କଣ୍ଟେନରଟି କେଉଁଠି ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଲାଗିଛି । କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଯଥା- ସୋରିଷ ତେଲ, ବିସ୍କୁଟ, କୁରୁକୁରେ, ପ୍ୟାଣ୍ଟ ସାର୍ଟ କପଡ଼ା ଇତ୍ୟାଦି ସାମଗ୍ରୀ ଭର୍ତ୍ତି ହୋଇଥିବା ଜଣାପଡିଛ। ସ୍ଥାନୀୟ ଲୋକମାନେ ଖବର ପାଇ ସେଗୁଡିକ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । କଣ୍ଟେନରଟି କେଉଁଠି ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ନାହିଁ। ପ୍ରଶାସନ ପହଞ୍ଚିଲା ପରେ ଏ କଣ୍ଟେନରଟି କେଉଁ କମ୍ପାନୀର। କେଉଁଠାକୁ ଯାଉଥିଲା ଏବଂ ଏଠି କେମିତି ଲାଗିଲା ତାହା ଜଣାପଡିବ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

02 Sep 2024 By The Sakala

ସମୁଦ୍ର କୂଳରେ ଭାସି ଆସି ଲାଗିଲା ୨ କଣ୍ଟେନର, ସ୍ଥାନୀୟଲୋକେ ବୋହି ନେଇଗଲେ ବିଭିନ୍ନ ସାମଗ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଲାଗିଛି । କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଯଥା- ସୋରିଷ ତେଲ, ବିସ୍କୁଟ, କୁରୁକୁରେ, ପ୍ୟାଣ୍ଟ ସାର୍ଟ କପଡ଼ା ଇତ୍ୟାଦି ସାମଗ୍ରୀ ଭର୍ତ୍ତି ହୋଇଥିବା ଜଣାପଡିଛ। ସ୍ଥାନୀୟ ଲୋକମାନେ ଖବର ପାଇ ସେଗୁଡିକ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । କଣ୍ଟେନରଟି କେଉଁଠି ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ନାହିଁ। ପ୍ରଶାସନ ପହଞ୍ଚିଲା ପରେ ଏ କଣ୍ଟେନରଟି କେଉଁ କମ୍ପାନୀର। କେଉଁଠାକୁ ଯାଉଥିଲା ଏବଂ ଏଠି କେମିତି ଲାଗିଲା ତାହା ଜଣାପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର