ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ, ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ । ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରହିଛି । ସୂଚନାଯୋଗ୍ୟ ଯେ, […]

କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ । ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରହିଛି ।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟ ଗଡଗଡିଆ ଘାଟରେ କାଉଡିଆ ପାଣି ଉଠାଇବା ବେଳେ ଅଘଟଣ ଘଟିଥିଲା। ପାଣି ଉଠାଇବା ବେଳେ ୨ ଜଣ ପାଣିରେ ଭାସିଯାଇଥିଲେ। ଜଣକୁ ସେଠାରେ ଥିବା କାଉଡିଆ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ଯାଇଥିଲେ। ଅଗ୍ନିଶମବାହିନୀ ଖୋଜାଖୋଜି କରି ଉକ୍ତ କାଉଡିଆର ମୃତଦେହ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

04 Aug 2024 By The Sakala

ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ, ଉଦ୍ଧାର କାର୍ଯ୍ୟ ଜାରି

କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ । ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ । ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟ ଗଡଗଡିଆ ଘାଟରେ କାଉଡିଆ ପାଣି ଉଠାଇବା ବେଳେ ଅଘଟଣ ଘଟିଥିଲା। ପାଣି ଉଠାଇବା ବେଳେ ୨ ଜଣ ପାଣିରେ ଭାସିଯାଇଥିଲେ। ଜଣକୁ ସେଠାରେ ଥିବା କାଉଡିଆ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ଯାଇଥିଲେ। ଅଗ୍ନିଶମବାହିନୀ ଖୋଜାଖୋଜି କରି ଉକ୍ତ କାଉଡିଆର ମୃତଦେହ ଉଦ୍ଧାର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର