STF ପଞ୍ଝାରେ ବାଘ ଛାଲ ବ୍ୟବସାୟୀ, ଡିଲ୍ ଚାଲିଥିବା ବେଳେ ଦୁଇ ବେପାରୀ ଗିରଫ

The Sakala Picture
Published On

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରୀପଦାରୁ ଦୁଇ ବେପାରୀଙ୍କୁ ଏସଟିଏଫ୍ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରାଯାଇଛି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରୀପଦା ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଦୁଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲା । […]

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରୀପଦାରୁ ଦୁଇ ବେପାରୀଙ୍କୁ ଏସଟିଏଫ୍ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରୀପଦା ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଦୁଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲା । ଗିରଫ ଦୁଇ ଜଣ ସମ୍ପର୍କରେ ଦାଦା ଓ ପୁତୁରା ହେବେ ବୋଲି ସୂଚନା ରହିଛି । ଏ ନେଇ ଏସ୍‌ଟିଏଫ୍ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

24 Apr 2023 By The Sakala

STF ପଞ୍ଝାରେ ବାଘ ଛାଲ ବ୍ୟବସାୟୀ, ଡିଲ୍ ଚାଲିଥିବା ବେଳେ ଦୁଇ ବେପାରୀ ଗିରଫ

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବ୍ୟବସାୟୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରୀପଦାରୁ ଦୁଇ ବେପାରୀଙ୍କୁ ଏସଟିଏଫ୍ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରୀପଦା ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଦୁଇ ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲା । ଗିରଫ ଦୁଇ ଜଣ ସମ୍ପର୍କରେ ଦାଦା ଓ ପୁତୁରା ହେବେ ବୋଲି ସୂଚନା ରହିଛି । ଏ ନେଇ ଏସ୍‌ଟିଏଫ୍ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର