ଯୋଡାମୁଣ୍ଡ ଶିଶୁ ଜଗା ଦୀର୍ଘ ବର୍ଷ ପରେ ବାହାରେ ବୁଲି ମଜା ନେଲା

The Sakala Picture
Published On

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ପ୍ରଥମ ଥର ପାଇଁ ବାହାରି ବୁଲିବାର ଆନନ୍ଦ ନେଇଛି। ଅନ୍ୟ ସାଧାରଣ ଶିଶୁମାନଙ୍କ ପରି ପ୍ରଥମ ଥର ପାଇଁ ସେ ଖୋଲାଆକାଶ ତଳେ ପାର୍କରେ ବୁଲିବାର ଆନନ୍ଦ ନେଇଛି। ସ୍ଥାନୀୟ କନ୍ଧମାଳ ସାଇନସ୍‍ ପାର୍କରେ ବୁଲି ଆନନ୍ଦିତ ହୋଇଛି। ଉତ୍କଣ୍ଠାର ସହିତ କିଛି କିଛି ପଚାରିଛି ସାଥୀରେ ଥିବା ଲୋକଙ୍କୁ। ସ୍ୱାତୀ ସଂଗଠନର ବୈଦ୍ୟନାଥ ଖଟୁଆ, ଶଙ୍କର ମହାନ୍ତି ପ୍ରମୁଖ ଏହି ସମୟରେ ଜଗା ସହିତ ବୁଲିଥିଲେ। ଗତ କିଛି […]

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ପ୍ରଥମ ଥର ପାଇଁ ବାହାରି ବୁଲିବାର ଆନନ୍ଦ ନେଇଛି। ଅନ୍ୟ ସାଧାରଣ ଶିଶୁମାନଙ୍କ ପରି ପ୍ରଥମ ଥର ପାଇଁ ସେ ଖୋଲାଆକାଶ ତଳେ ପାର୍କରେ ବୁଲିବାର ଆନନ୍ଦ ନେଇଛି। ସ୍ଥାନୀୟ କନ୍ଧମାଳ ସାଇନସ୍‍ ପାର୍କରେ ବୁଲି ଆନନ୍ଦିତ ହୋଇଛି। ଉତ୍କଣ୍ଠାର ସହିତ କିଛି କିଛି ପଚାରିଛି ସାଥୀରେ ଥିବା ଲୋକଙ୍କୁ। ସ୍ୱାତୀ ସଂଗଠନର ବୈଦ୍ୟନାଥ ଖଟୁଆ, ଶଙ୍କର ମହାନ୍ତି ପ୍ରମୁଖ ଏହି ସମୟରେ ଜଗା ସହିତ ବୁଲିଥିଲେ। ଗତ କିଛି ମାସ ଧରି ସ୍ଥାନୀୟ ଜିଲ୍ଲା ମେଡିକାଲର ଶିଶୁ ମାତୃ ବାର୍ଡର ସ୍ୱତନ୍ତ୍ର କେବିନରେ ଅବଜରଭେସନରେ ରହିଛି ଜଗା। ସବୁ ଠିକଠାକ୍‍ ରହିଥିବା ସିଡିଏମଓ ସୂଚନା ଦେଇଥିବା ବେଳେ ପୂବରୁ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ଗସ୍ତ କରିଥିବା ବେଳେ ମଧ୍ୟ ଜଗାକୁ ଯାଇ ଦେଖିବା ସହିତ ଭଲମନ୍ଦ ବୁଝିଥିଲେ। ଜଗା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ପିଲାଙ୍କ ପରି ସ୍କୁଲରେ ପାଠ ପଢିବ ଓ ବୁଲିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

15 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର