ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

The Sakala Picture
Published On

ଫୁଲବାଣୀ: ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଆଜଣା ଗାଡିଟି ଫେରାର ହୋଇଯାଇଛି ।ଦୁର୍ଘଟଣା ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ବାନ୍ଦାପାଙ୍ଗାର ଅଚ୍ୟୁତ ଦିଗାଳ ଏବଂ ବଡ଼ଗାଁର ପେଟୁ ମଳିକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବାଲିଗୁଡା ରେ ଏନେଇ କ୍ଷତପୂରଣ […]

ଫୁଲବାଣୀ: ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଆଜଣା ଗାଡିଟି ଫେରାର ହୋଇଯାଇଛି ।ଦୁର୍ଘଟଣା ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ବାନ୍ଦାପାଙ୍ଗାର ଅଚ୍ୟୁତ ଦିଗାଳ ଏବଂ ବଡ଼ଗାଁର ପେଟୁ ମଳିକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବାଲିଗୁଡା ରେ ଏନେଇ କ୍ଷତପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନା ମୁତାବକ, ରାତି ପ୍ରାୟ ୧୦ଟା ବେଳେ ଦୁଇ ବାଇକ ଆରୋହୀ କୌଣସି କାମରେ ମହସିଂରୁ ବାଲିଗୁଡା ଫେରୁଥିବା ବେଳେ ସୁରୁବାଲି ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଥିଲା ।ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଜୀବନ ଚାଲିଯାଇଛି। ଖବରପାଇ ବାଲିଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା । ଦୁର୍ଘଟଣା ଘଟାଇ ଚମ୍ପଟ୍ ମାରିଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଅନ୍ୟପଟେ ଅଜଣା ଗାଡିକୁ ପୁଲିସ ଧରିବା ସହିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

19 Dec 2022 By The Sakala

ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଫୁଲବାଣୀ: ବାଲିଗୁଡ଼ା ସୁରୁବାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଆଜଣା ଗାଡିଟି ଫେରାର ହୋଇଯାଇଛି ।ଦୁର୍ଘଟଣା ପ୍ରାଣ ହରାଇଥିବା ଦୁଇ ମୃତକ ହେଲେ ବାନ୍ଦାପାଙ୍ଗାର ଅଚ୍ୟୁତ ଦିଗାଳ ଏବଂ ବଡ଼ଗାଁର ପେଟୁ ମଳିକ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ବାଲିଗୁଡା ରେ ଏନେଇ କ୍ଷତପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ମୁତାବକ, ରାତି ପ୍ରାୟ ୧୦ଟା ବେଳେ ଦୁଇ ବାଇକ ଆରୋହୀ କୌଣସି କାମରେ ମହସିଂରୁ ବାଲିଗୁଡା ଫେରୁଥିବା ବେଳେ ସୁରୁବାଲି ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଥିଲା ।ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଜୀବନ ଚାଲିଯାଇଛି। ଖବରପାଇ ବାଲିଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା । ଦୁର୍ଘଟଣା ଘଟାଇ ଚମ୍ପଟ୍ ମାରିଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଅନ୍ୟପଟେ ଅଜଣା ଗାଡିକୁ ପୁଲିସ ଧରିବା ସହିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

https://www.thesakala.in/latest-odisha-news/kandhamal/2-bike-rider-death-in-collision-with-unknown-vehicle/article-17491
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର