ବିଶ୍ୱ ଜଳ ସପ୍ତାହରେ ଜଳ ସଂରକ୍ଷଣକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ

The Sakala Picture
Published On

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠିମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ ଭାବ ଉପରେ ଆଲୋକପାତ କରାଯାଇଥିଲା। ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, […]

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠିମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ ଭାବ ଉପରେ ଆଲୋକପାତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀ ଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା। ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ। ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ ଜଳର ନିମ୍ନ ଗୁଣବତ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳ ବ୍ୟବହାର ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ମିଶନର ଏକ ଅଂଶ ହେଉଛି ଏହି ପଦକ୍ଷେପ। ଏହା ପୂର୍ବରୁ କମ୍ପାନୀ ଉପରକଣ୍ଟାର କୁରାଲୋଇ ବ୍ଲକର ୨ଟି ପୋଖରୀ, ତଳକଣ୍ଟା ଗାଁ, ଝାରପାଲମ ଗାଁ ଓ ଜାମଖଣି ଅଞ୍ଚଳର ରାସ୍ତାକୁ ସଫା ଓ ବ୍ୟବହାର ଉପଯୋଗୀ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଗୁଣପୁର ପଞ୍ଚାୟତର ସରପଞ୍ଚ ସୁଜାତା ମାଝୀ କମ୍ପାନିର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, ଆମ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ବେଦାନ୍ତ ଆଲୁମିନିୟମର ଖଣି ଟିମକୁ ମୁଁ ପ୍ରଶଂସା କରୁଛି। ପୋଖରୀ ସଫେଇ ଏବଂ ନଳକୂପ ବିଶୋଧନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ଆମ ଜଳର ଗଣୁ ବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମୋହନଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି, ଆମ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରିଥିବାରୁ ବେଦାନ୍ତ ଆଲୁମିନିୟମକୁ ମୁଁ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ କେବଳ ଆମ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିନାହିଁ ବରଂ ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନର ଜରୁରୀତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି। ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଭାରତର ଆଲୁମିନୟି ମର ଅଧାରୁ ଅଧିକ ଅର୍ଥାତ୍‍ ୨୦୨୪ ଆର୍ଥିକ ବର୍ଷରେ ୨.୩୭ ନିୟୁତ ଟନ୍‌ ଉତ୍ପାଦନ କରିଛି। ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦନରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଇଥାଏ। ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍‌ଆଣ୍ଡପି ଗ୍ଲୋବାଲ୍‌ କର୍ପୋରେଟ୍‌ ସଷ୍ଟେନେବିଲିଟି ଆସେସମେଣ୍ଟ ୨୦୨୩ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିକୁ ପ୍ରତିଫଳିତ କରୁଛି। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ବିଦ୍ୟୁତ୍‍ କେନ୍ଦ୍ର ସହିତ କମ୍ପାନୀ ସବୁଜ ଭବିଷ୍ୟତ ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରିଛି।

10 Sep 2024 By The Sakala

ବିଶ୍ୱ ଜଳ ସପ୍ତାହରେ ଜଳ ସଂରକ୍ଷଣକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠିମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ ଭାବ ଉପରେ ଆଲୋକପାତ କରାଯାଇଥିଲା।

ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀ ଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା। ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ। ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ ଜଳର ନିମ୍ନ ଗୁଣବତ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳ ବ୍ୟବହାର ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ମିଶନର ଏକ ଅଂଶ ହେଉଛି ଏହି ପଦକ୍ଷେପ। ଏହା ପୂର୍ବରୁ କମ୍ପାନୀ ଉପରକଣ୍ଟାର କୁରାଲୋଇ ବ୍ଲକର ୨ଟି ପୋଖରୀ, ତଳକଣ୍ଟା ଗାଁ, ଝାରପାଲମ ଗାଁ ଓ ଜାମଖଣି ଅଞ୍ଚଳର ରାସ୍ତାକୁ ସଫା ଓ ବ୍ୟବହାର ଉପଯୋଗୀ କରିଛି।

ଗୁଣପୁର ପଞ୍ଚାୟତର ସରପଞ୍ଚ ସୁଜାତା ମାଝୀ କମ୍ପାନିର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, ଆମ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ବେଦାନ୍ତ ଆଲୁମିନିୟମର ଖଣି ଟିମକୁ ମୁଁ ପ୍ରଶଂସା କରୁଛି। ପୋଖରୀ ସଫେଇ ଏବଂ ନଳକୂପ ବିଶୋଧନ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ଆମ ଜଳର ଗଣୁ ବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ।

ମୋହନଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି, ଆମ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରିଥିବାରୁ ବେଦାନ୍ତ ଆଲୁମିନିୟମକୁ ମୁଁ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ କେବଳ ଆମ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିନାହିଁ ବରଂ ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନର ଜରୁରୀତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି। ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଭାରତର ଆଲୁମିନୟି ମର ଅଧାରୁ ଅଧିକ ଅର୍ଥାତ୍‍ ୨୦୨୪ ଆର୍ଥିକ ବର୍ଷରେ ୨.୩୭ ନିୟୁତ ଟନ୍‌ ଉତ୍ପାଦନ କରିଛି। ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦନରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଇଥାଏ। ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍‌ଆଣ୍ଡପି ଗ୍ଲୋବାଲ୍‌ କର୍ପୋରେଟ୍‌ ସଷ୍ଟେନେବିଲିଟି ଆସେସମେଣ୍ଟ ୨୦୨୩ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିକୁ ପ୍ରତିଫଳିତ କରୁଛି। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ବିଦ୍ୟୁତ୍‍ କେନ୍ଦ୍ର ସହିତ କମ୍ପାନୀ ସବୁଜ ଭବିଷ୍ୟତ ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରିଛି।

https://www.thesakala.in/latest-odisha-news/kalahandi/vedanta-aluminum-promotes-water-conservation-during-world-water-week/article-35065
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର