ଭିଜିଲାନ୍ସକୁ ଚକମା ଦେଇ ଥାନାରୁ ଲାଞ୍ଚୁଆ ଏଏସଆଇ ଫେରାର

The Sakala Picture
Published On

କଳାହାଣ୍ଡି: ଭିଜିଲାନ୍ସକୁ ଚକମା ଦେଇ ଥାନାରୁ ଲାଞ୍ଚୁଆ ଏଏସଆଇ ଫେରାର।  ପ୍ରଥମେ ଲାଞ୍ଚ ନେଇ ଭିଜିନ୍ସ ଜାଲରେ ପଡ଼ିଲେ, ପରେ ଭିଜିନ୍ସ ଟିମକୁ ଚକମା ଦେଇ ଖସି ପଳାଇଲେ। ଫେରାର ହୋଇଯାଇଥିବା ଏଏସଆଇ ଜଣଙ୍କ ହେଉଛନ୍ତି ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ। ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩ ହଜର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ମୁକୁନ୍ଦ। ଟଙ୍କା ନେବାବେଳେ ପୂର୍ବରୁ […]

କଳାହାଣ୍ଡି: ଭିଜିଲାନ୍ସକୁ ଚକମା ଦେଇ ଥାନାରୁ ଲାଞ୍ଚୁଆ ଏଏସଆଇ ଫେରାର।  ପ୍ରଥମେ ଲାଞ୍ଚ ନେଇ ଭିଜିନ୍ସ ଜାଲରେ ପଡ଼ିଲେ, ପରେ ଭିଜିନ୍ସ ଟିମକୁ ଚକମା ଦେଇ ଖସି ପଳାଇଲେ। ଫେରାର ହୋଇଯାଇଥିବା ଏଏସଆଇ ଜଣଙ୍କ ହେଉଛନ୍ତି ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ। ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩ ହଜର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ମୁକୁନ୍ଦ। ଟଙ୍କା ନେବାବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ହେଲେ ପରେ ଏଏସଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫୦୦ ଟଙ୍କା ଜବତ କରିବାସହ ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

27 Dec 2024 By The Sakala

ଭିଜିଲାନ୍ସକୁ ଚକମା ଦେଇ ଥାନାରୁ ଲାଞ୍ଚୁଆ ଏଏସଆଇ ଫେରାର

କଳାହାଣ୍ଡି: ଭିଜିଲାନ୍ସକୁ ଚକମା ଦେଇ ଥାନାରୁ ଲାଞ୍ଚୁଆ ଏଏସଆଇ ଫେରାର।  ପ୍ରଥମେ ଲାଞ୍ଚ ନେଇ ଭିଜିନ୍ସ ଜାଲରେ ପଡ଼ିଲେ, ପରେ ଭିଜିନ୍ସ ଟିମକୁ ଚକମା ଦେଇ ଖସି ପଳାଇଲେ। ଫେରାର ହୋଇଯାଇଥିବା ଏଏସଆଇ ଜଣଙ୍କ ହେଉଛନ୍ତି ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ। ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩ ହଜର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ମୁକୁନ୍ଦ। ଟଙ୍କା ନେବାବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ହେଲେ ପରେ ଏଏସଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫୦୦ ଟଙ୍କା ଜବତ କରିବାସହ ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର