କରୋନାରେ କାର୍ଯ୍ୟରତ ସାମ୍ବାଦିକା ସବନମ ସରିନଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: କରୋନା ନେଇଛି ପୁଣି ଜଣେ ସାମ୍ବାଦିକଙ୍କ ଜୀବନ। ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କରୋନାରେ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ସୋଆ ରେଡିଓ ସହ ସେ କନକ ନ୍ୟୁଜ୍, ନ୍ୟୁଜ୍ ସେଭେନ ଓ […]

ଭୁବନେଶ୍ୱର: କରୋନା ନେଇଛି ପୁଣି ଜଣେ ସାମ୍ବାଦିକଙ୍କ ଜୀବନ। ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କରୋନାରେ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ସୋଆ ରେଡିଓ ସହ ସେ କନକ ନ୍ୟୁଜ୍, ନ୍ୟୁଜ୍ ସେଭେନ ଓ ଏସଟିଭିରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

11 May 2021 By The Sakala

କରୋନାରେ କାର୍ଯ୍ୟରତ ସାମ୍ବାଦିକା ସବନମ ସରିନଙ୍କ ପରଲୋକ

ଭୁବନେଶ୍ୱର: କରୋନା ନେଇଛି ପୁଣି ଜଣେ ସାମ୍ବାଦିକଙ୍କ ଜୀବନ। ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କରୋନାରେ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ସୋଆ ରେଡିଓ ସହ ସେ କନକ ନ୍ୟୁଜ୍, ନ୍ୟୁଜ୍ ସେଭେନ ଓ ଏସଟିଭିରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର