କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ

The Sakala Picture
Published On

ଭୁବନେଶ୍ୱର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ। କରୋନାରେ ଆକ୍ରାନ୍ତ ହୋଇ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ଘଟିଛି। ଭାଇଜାଗ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଗଜପତି ଜିଲ୍ଲାର ଗୋସାନି ଗ୍ରାମର ବାସିନ୍ଦା। ସେ ଏକ ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକ ଭାବେ କାମ କରୁଥିଲେ।

ଭୁବନେଶ୍ୱର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ। କରୋନାରେ ଆକ୍ରାନ୍ତ ହୋଇ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ଘଟିଛି। ଭାଇଜାଗ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ, ପିଏସୟୁର ତଥ୍ୟ ମାଗିଲେ ସରକାର

ସେ ଗଜପତି ଜିଲ୍ଲାର ଗୋସାନି ଗ୍ରାମର ବାସିନ୍ଦା। ସେ ଏକ ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକ ଭାବେ କାମ କରୁଥିଲେ।

ଆହୁରି ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି

05 Jun 2021 By The Sakala

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ

ଭୁବନେଶ୍ୱର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ। କରୋନାରେ ଆକ୍ରାନ୍ତ ହୋଇ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ଘଟିଛି। ଭାଇଜାଗ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସେ ଗଜପତି ଜିଲ୍ଲାର ଗୋସାନି ଗ୍ରାମର ବାସିନ୍ଦା। ସେ ଏକ ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକ ଭାବେ କାମ କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର