ଜୀବନ ବଞ୍ଚିଯିବା ଆଶାରେ ମୃତ ପୁଅର ଶବକୁ ଧରି ମନ୍ଦିର ବାହାରେ ଅଧିଆ ପଡିଲେ ବାପା-ମାଆ

The Sakala Picture
Published On

ଝାରସୁଗୁଡା: ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଏପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି […]

ଝାରସୁଗୁଡା: ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଏପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି ତାଙ୍କ ପୁଅ ମରିଯାଇଛି, ସେ ଆଉ ଫେରିବନି ବୋଲି ବୁଝିପାରୁନାହାଁନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୂଚନା ଅନୁସାରେ, ଅର୍ଜ୍ଜୁନ ଦୁଆନ ଓ ସନ୍ତୁରାଙ୍କ ପୁଅ ରମାକାନ୍ତଙ୍କ ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଅର୍ଜ୍ଜୁନ ଓ ସନ୍ତୁରା। ପୁଅର ମୃତଦେହକୁ ଧରି ଉଭୟେ ଶିବ ମନ୍ଦିର ଆଗରେ ଅଧିଆ ପଡିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର ବୁଝାସୁଝା ପରେ ଶବସତ୍କାର କରିଛନ୍ତି ଦମ୍ପତ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

15 Apr 2022 By The Sakala

ଜୀବନ ବଞ୍ଚିଯିବା ଆଶାରେ ମୃତ ପୁଅର ଶବକୁ ଧରି ମନ୍ଦିର ବାହାରେ ଅଧିଆ ପଡିଲେ ବାପା-ମାଆ

ଝାରସୁଗୁଡା: ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଏପରି ଏକ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ ମନ୍ଦିରରେ ପୁଅର ମୃତ ଶରୀର ରଖି ବସିଛନ୍ତି ବାପା, ମାଆ । ସେମାନେ ଏବେବି ତାଙ୍କ ପୁଅ ମରିଯାଇଛି, ସେ ଆଉ ଫେରିବନି ବୋଲି ବୁଝିପାରୁନାହାଁନ୍ତି ।

ସୂଚନା ଅନୁସାରେ, ଅର୍ଜ୍ଜୁନ ଦୁଆନ ଓ ସନ୍ତୁରାଙ୍କ ପୁଅ ରମାକାନ୍ତଙ୍କ ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଅର୍ଜ୍ଜୁନ ଓ ସନ୍ତୁରା। ପୁଅର ମୃତଦେହକୁ ଧରି ଉଭୟେ ଶିବ ମନ୍ଦିର ଆଗରେ ଅଧିଆ ପଡିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର ବୁଝାସୁଝା ପରେ ଶବସତ୍କାର କରିଛନ୍ତି ଦମ୍ପତ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର