ପାରିବାରିକ ବିବାଦ ନେଲା ଉଗ୍ର ରୂପ : ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ

The Sakala Picture
Published On

ଯାଜପୁର: ପାରିବାରିକ ବିବାଦରୁ ସ୍ୱାମୀକୁ ଜୀବନରୁ ମାରିଲା ସ୍ତ୍ରୀ। ଏପରିକି ହତ୍ୟା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି ସମ୍ପୃକ୍ତ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଡୁବିଖାଲ ଗ୍ରାମରେ। ସୂଚନାଯୋଗ୍ୟ ଡୁବିଖାଲ ଗ୍ରାମର ମୋରା ଦେଓଗମଙ୍କ ଝିଅ ଦୂମାରୀ ମୁଣ୍ଡା ତାଙ୍କ ସ୍ଵାମୀ ବାବୁଲି ମୁଣ୍ଡାଙ୍କୁ ଜୀବନରୁ ମାରି ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେବା ପରେ ନିଜେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରି ଘଟଣା ସମ୍ପର୍କରେ […]

ଯାଜପୁର: ପାରିବାରିକ ବିବାଦରୁ ସ୍ୱାମୀକୁ ଜୀବନରୁ ମାରିଲା ସ୍ତ୍ରୀ। ଏପରିକି ହତ୍ୟା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି ସମ୍ପୃକ୍ତ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଡୁବିଖାଲ ଗ୍ରାମରେ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସୂଚନାଯୋଗ୍ୟ ଡୁବିଖାଲ ଗ୍ରାମର ମୋରା ଦେଓଗମଙ୍କ ଝିଅ ଦୂମାରୀ ମୁଣ୍ଡା ତାଙ୍କ ସ୍ଵାମୀ ବାବୁଲି ମୁଣ୍ଡାଙ୍କୁ ଜୀବନରୁ ମାରି ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେବା ପରେ ନିଜେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଜୀବନରୁ ମାରି ପୋତିଦେଇଥିବା ଘଟଣା ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁକିନ୍ଦା ପୁଲିସ ୪୮/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

03 Mar 2025 By The Sakala

ପାରିବାରିକ ବିବାଦ ନେଲା ଉଗ୍ର ରୂପ : ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ

ଯାଜପୁର: ପାରିବାରିକ ବିବାଦରୁ ସ୍ୱାମୀକୁ ଜୀବନରୁ ମାରିଲା ସ୍ତ୍ରୀ। ଏପରିକି ହତ୍ୟା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛନ୍ତି ସମ୍ପୃକ୍ତ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଡୁବିଖାଲ ଗ୍ରାମରେ।

ସୂଚନାଯୋଗ୍ୟ ଡୁବିଖାଲ ଗ୍ରାମର ମୋରା ଦେଓଗମଙ୍କ ଝିଅ ଦୂମାରୀ ମୁଣ୍ଡା ତାଙ୍କ ସ୍ଵାମୀ ବାବୁଲି ମୁଣ୍ଡାଙ୍କୁ ଜୀବନରୁ ମାରି ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେବା ପରେ ନିଜେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଜୀବନରୁ ମାରି ପୋତିଦେଇଥିବା ଘଟଣା ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁକିନ୍ଦା ପୁଲିସ ୪୮/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର