ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ

The Sakala Picture
Published On

ଯାଜପୁର: ଭିଜିଲାନ୍ସ ଜାଲରେ ଥାନା ଏସଆଇ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ଖବର ଅନୁଯାୟୀ, ଏସ୍‌ଆଇ ଜଣଙ୍କ ଏକ ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ […]

ଯାଜପୁର: ଭିଜିଲାନ୍ସ ଜାଲରେ ଥାନା ଏସଆଇ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି।

ଖବର ଅନୁଯାୟୀ, ଏସ୍‌ଆଇ ଜଣଙ୍କ ଏକ ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନିର୍ମଳଙ୍କୁ ଥାନାରୁ ଉଠାଇ ନେଲା କଟକ ଭିଜିଲାନ୍ସ ଟିମ୍ ।

06 Jul 2023 By The Sakala

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ

ଯାଜପୁର: ଭିଜିଲାନ୍ସ ଜାଲରେ ଥାନା ଏସଆଇ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି।

ଖବର ଅନୁଯାୟୀ, ଏସ୍‌ଆଇ ଜଣଙ୍କ ଏକ ଚୋରା ବାଲି ବୋଝେଇ ଗାଡ଼ି ଜବତ ମାମଲାର ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନିର୍ମଳଙ୍କୁ ଥାନାରୁ ଉଠାଇ ନେଲା କଟକ ଭିଜିଲାନ୍ସ ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର