ନିଜ ଉପରେ କିରାସିନି ଢାଳି ସପ୍ତମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା ଉଦ୍ୟମ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା […]

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ,  ଆଜି ଦଶହରା ଛୁଟି ଖୋଲୁ ଥିବାରୁ ସ୍କୁଲ ଯିବାପାଇଁ କହିଥିଲେ ଛାତ୍ରଙ୍କ ବାପା । କିନ୍ତୁ ସେ ବାପାଙ୍କ କଥାରେ ରାଜି ନହୋଇ ଠାକୁର ଦେଖିସାରିବା ପରେ ସ୍କୁଲ ଯିବା ପାଇଁ କହିଥିଲେ । ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ପୁଅ ଅମଙ୍ଗ ହେବାରୁ ବାପା କାମରେ ବାହାରକୁ ଚାଲିଯାଇଥିଲେ । ଆଉ ତାଙ୍କ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଚାଲିଯାଇଥିଲେ । ଘରେ ସଂପୃକ୍ତ ଛାତ୍ର ଜଣକ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ପରେ ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଥିଲା  ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

11 Oct 2022 By The Sakala

ନିଜ ଉପରେ କିରାସିନି ଢାଳି ସପ୍ତମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

ସୂଚନା ଅନୁଯାୟୀ,  ଆଜି ଦଶହରା ଛୁଟି ଖୋଲୁ ଥିବାରୁ ସ୍କୁଲ ଯିବାପାଇଁ କହିଥିଲେ ଛାତ୍ରଙ୍କ ବାପା । କିନ୍ତୁ ସେ ବାପାଙ୍କ କଥାରେ ରାଜି ନହୋଇ ଠାକୁର ଦେଖିସାରିବା ପରେ ସ୍କୁଲ ଯିବା ପାଇଁ କହିଥିଲେ । ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ପୁଅ ଅମଙ୍ଗ ହେବାରୁ ବାପା କାମରେ ବାହାରକୁ ଚାଲିଯାଇଥିଲେ । ଆଉ ତାଙ୍କ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଚାଲିଯାଇଥିଲେ । ଘରେ ସଂପୃକ୍ତ ଛାତ୍ର ଜଣକ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ପରେ ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଥିଲା  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର