ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ଗାଡି : ୬ ଆଇଟିବିପି ଯବାନ ଆହତ, ୨ ଗୁରୁତର

The Sakala Picture
Published On

ଖୋର୍ଦ୍ଧା: ଓଲଟିଲା ସେନା ବାହିନୀର ଗାଡି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଅଭିମୁଖେ ସେନା ଗାଡିଟି ଯାଉଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି […]

ଖୋର୍ଦ୍ଧା: ଓଲଟିଲା ସେନା ବାହିନୀର ଗାଡି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଅଭିମୁଖେ ସେନା ଗାଡିଟି ଯାଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନା ଅନୁସାରେ, ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ତେବେ ବୋଲଗଡ଼ ନିକଟରେ କୌଣସି କାରଣବସତଃ ଭାରସ୍ୟାମ ହରାଇ ଗାଡିଟି ରାସ୍ତା ତଳକୁ ଖସିଯିବା ସହ ଓଲଟି ପଡିଥିଲା । ଦୁର୍ଘଟଣା ଘଟିଥିବା ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

21 Mar 2023 By The Sakala

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ଗାଡି : ୬ ଆଇଟିବିପି ଯବାନ ଆହତ, ୨ ଗୁରୁତର

ଖୋର୍ଦ୍ଧା: ଓଲଟିଲା ସେନା ବାହିନୀର ଗାଡି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଅଭିମୁଖେ ସେନା ଗାଡିଟି ଯାଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ତେବେ ବୋଲଗଡ଼ ନିକଟରେ କୌଣସି କାରଣବସତଃ ଭାରସ୍ୟାମ ହରାଇ ଗାଡିଟି ରାସ୍ତା ତଳକୁ ଖସିଯିବା ସହ ଓଲଟି ପଡିଥିଲା । ଦୁର୍ଘଟଣା ଘଟିଥିବା ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

https://www.thesakala.in/latest-odisha-news/itbp-jawans-vehicle-overturns-near-bolagarh-6-injured/article-19993
Join Us @ WhatsApp

About The Author

21 Mar 2023 By The Sakala

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ଗାଡି : ୬ ଆଇଟିବିପି ଯବାନ ଆହତ, ୨ ଗୁରୁତର

ଖୋର୍ଦ୍ଧା: ଓଲଟିଲା ସେନା ବାହିନୀର ଗାଡି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଅଭିମୁଖେ ସେନା ଗାଡିଟି ଯାଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ତେବେ ବୋଲଗଡ଼ ନିକଟରେ କୌଣସି କାରଣବସତଃ ଭାରସ୍ୟାମ ହରାଇ ଗାଡିଟି ରାସ୍ତା ତଳକୁ ଖସିଯିବା ସହ ଓଲଟି ପଡିଥିଲା । ଦୁର୍ଘଟଣା ଘଟିଥିବା ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର