ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତୀୟ ମହିଳା ହକି ଟିମ୍‌, ଆଶାରେ ବ୍ରୋଞ୍ଜ ପଦକ

The Sakala Picture
Published On

ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ […]

ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛିି । ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି । ବ୍ରୋଞ୍ଜପଦକ ପାଇଁ ପୁଣି ଲଢାଇ କରିବା ଟିମ । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍କୋର ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ସେପଟେ ଦ୍ବିତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା । ଫଳରେ ୨-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଜ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

04 Aug 2021 By The Sakala

ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତୀୟ ମହିଳା ହକି ଟିମ୍‌, ଆଶାରେ ବ୍ରୋଞ୍ଜ ପଦକ

ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛିି । ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି । ବ୍ରୋଞ୍ଜପଦକ ପାଇଁ ପୁଣି ଲଢାଇ କରିବା ଟିମ । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍କୋର ।

ସେପଟେ ଦ୍ବିତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା । ଫଳରେ ୨-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଜ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର