DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଆୟକର ଚଢ଼ାଉ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଛି। ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ବିପୁଳ ପରିମାଣର ନଗଦଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ଏହି ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି […]

ଭୁବନେଶ୍ୱର: ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଛି। ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ବିପୁଳ ପରିମାଣର ନଗଦଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ଏହି ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି । ଆୟକର ଅଧିକାରୀମାନେ ଭୋର୍‌ ୩ଟାରୁ ରେଡ୍ କରୁଛନ୍ତି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ମିଳିଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଆଜି ସକାଳୁ ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ହୋଇଥିଲା । ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ କରିଥିଲା ଆୟକର ବିଭାଗ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

05 Jul 2023 By The Sakala

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଆୟକର ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଛି। ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ବିପୁଳ ପରିମାଣର ନଗଦଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ଏହି ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି ।

୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି । ଆୟକର ଅଧିକାରୀମାନେ ଭୋର୍‌ ୩ଟାରୁ ରେଡ୍ କରୁଛନ୍ତି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ମିଳିଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଆଜି ସକାଳୁ ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ହୋଇଥିଲା । ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ କରିଥିଲା ଆୟକର ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର