ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୬୫୦ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୦୫୯୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୦୫୯୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୬୦୪ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅନୁଗୁଳରୁ ୧୧୨ , ବାଲେଶ୍ୱରରୁ ୨୭୮ , ବରଗଡ଼ ୪୫, ଭଦ୍ରକ ୧୭୦, ବଲାଙ୍ଗୀର ୧୬ , ବୌଦ୍ଧ ୪୧ , କଟକ ୪୮୫ , ଦେବଗଡ଼ ୪ , ଢେଙ୍କାନାଳ ୧୧୦ , ଗଜପତି ୮ , ଗଞ୍ଜାମ ୧୪ , ଜଗତସିଂହପୁର ୧୩୮ , ଯାଜପୁର ୩୩୨ , ଝାରସୁଗୁଡ଼ା ୮ , କଳାହାଣ୍ଡି ୨୩ , କନ୍ଧମାଳ ୨୬ , କେନ୍ଦ୍ରାପଡ଼ା ୧୦୬ , କେନ୍ଦୁଝର ୬୮ , କୋରାପୁଟ ୧୦୪ , ମାଲକାନଗିରି ୬୭ , ମୟୂରଭଞ୍ଜ ୧୪୫ , ନବରଙ୍ଗପୁର ୬୯ , ନୟାଗଡ଼ ୧୨୨ , ନୂଆପଡ଼ା ୧୦ , ପୁରୀ ୧୮୭ , ରାୟଗଡ଼ା ୧୦୬ , ସମ୍ୱଲପୁର ୩୫ , ସୋନପୁର ୨୨ , ସୁନ୍ଦରଗଡ଼ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

24 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୬୫୦ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୦୫୯୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୬୦୪ ସଂକ୍ରମିତ ।

ଅନୁଗୁଳରୁ ୧୧୨ , ବାଲେଶ୍ୱରରୁ ୨୭୮ , ବରଗଡ଼ ୪୫, ଭଦ୍ରକ ୧୭୦, ବଲାଙ୍ଗୀର ୧୬ , ବୌଦ୍ଧ ୪୧ , କଟକ ୪୮୫ , ଦେବଗଡ଼ ୪ , ଢେଙ୍କାନାଳ ୧୧୦ , ଗଜପତି ୮ , ଗଞ୍ଜାମ ୧୪ , ଜଗତସିଂହପୁର ୧୩୮ , ଯାଜପୁର ୩୩୨ , ଝାରସୁଗୁଡ଼ା ୮ , କଳାହାଣ୍ଡି ୨୩ , କନ୍ଧମାଳ ୨୬ , କେନ୍ଦ୍ରାପଡ଼ା ୧୦୬ , କେନ୍ଦୁଝର ୬୮ , କୋରାପୁଟ ୧୦୪ , ମାଲକାନଗିରି ୬୭ , ମୟୂରଭଞ୍ଜ ୧୪୫ , ନବରଙ୍ଗପୁର ୬୯ , ନୟାଗଡ଼ ୧୨୨ , ନୂଆପଡ଼ା ୧୦ , ପୁରୀ ୧୮୭ , ରାୟଗଡ଼ା ୧୦୬ , ସମ୍ୱଲପୁର ୩୫ , ସୋନପୁର ୨୨ , ସୁନ୍ଦରଗଡ଼ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

https://www.thesakala.in/latest-odisha-news/in-the-last-24-hours-another-3650-positives-were-identified-1/article-3188
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର