ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୪୫୬ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୫୬ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୬୯୪୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୫୬ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୬୯୪୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୯ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଅନୁଗୁଳରୁ ୧୧୮ , ବାଲେଶ୍ୱରରୁ ୧୭୪ , ବରଗଡ଼ ୬୯, ଭଦ୍ରକ ୧୯୪, ବଲାଙ୍ଗୀର ୨୮ , ବୌଦ୍ଧ ୨୫ , କଟକ ୪୮୦ , ଦେବଗଡ଼ ୧୧ , ଢେଙ୍କାନାଳ ୫୭ , ଗଜପତି ୧୭ , ଗଞ୍ଜାମ ୧୯ , ଜଗତସିଂହପୁର ୮୧ , ଯାଜପୁର ୨୬୭ , ଝାରସୁଗୁଡ଼ା ୨୦ , କଳାହାଣ୍ଡି ୨୧ , କନ୍ଧମାଳ ୩୧ , କେନ୍ଦ୍ରାପଡ଼ା ୧୪୭ , କେନ୍ଦୁଝର ୭୩ , କୋରାପୁଟ ୪୯୯ , ମାଲକାନଗିରି ୮୧ , ମୟୂରଭଞ୍ଜ ୧୮୦ , ନବରଙ୍ଗପୁର ୪୨ , ନୟାଗଡ଼ ୧୨୬ , ନୂଆପଡ଼ା ୧୬ , ପୁରୀ ୨୮୯ , ରାୟଗଡ଼ା ୫୬ , ସମ୍ୱଲପୁର ୩୯ , ସୋନପୁର ୪୩ , ସୁନ୍ଦରଗଡ଼ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

23 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୪୫୬ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୫୬ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୬୯୪୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୯ ସଂକ୍ରମିତ ।

ଅନୁଗୁଳରୁ ୧୧୮ , ବାଲେଶ୍ୱରରୁ ୧୭୪ , ବରଗଡ଼ ୬୯, ଭଦ୍ରକ ୧୯୪, ବଲାଙ୍ଗୀର ୨୮ , ବୌଦ୍ଧ ୨୫ , କଟକ ୪୮୦ , ଦେବଗଡ଼ ୧୧ , ଢେଙ୍କାନାଳ ୫୭ , ଗଜପତି ୧୭ , ଗଞ୍ଜାମ ୧୯ , ଜଗତସିଂହପୁର ୮୧ , ଯାଜପୁର ୨୬୭ , ଝାରସୁଗୁଡ଼ା ୨୦ , କଳାହାଣ୍ଡି ୨୧ , କନ୍ଧମାଳ ୩୧ , କେନ୍ଦ୍ରାପଡ଼ା ୧୪୭ , କେନ୍ଦୁଝର ୭୩ , କୋରାପୁଟ ୪୯୯ , ମାଲକାନଗିରି ୮୧ , ମୟୂରଭଞ୍ଜ ୧୮୦ , ନବରଙ୍ଗପୁର ୪୨ , ନୟାଗଡ଼ ୧୨୬ , ନୂଆପଡ଼ା ୧୬ , ପୁରୀ ୨୮୯ , ରାୟଗଡ଼ା ୫୬ , ସମ୍ୱଲପୁର ୩୯ , ସୋନପୁର ୪୩ , ସୁନ୍ଦରଗଡ଼ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର