ମନୋରଞ୍ଜନ
ଓଡ଼ିଶା
ଆରଆଇ ବାବୁଙ୍କ ରାସଲୀଳା
ଢେଙ୍କାନାଳ: ଆରଆଇ ଅଫିସରେ ଚାଲିଛି ରାସଲୀଳା। ସରକାରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ। ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା ଆରାଆଇ ଅଫିସରେ। Exclusive Report Of @NandighoshaTV #ଆରଆଇ_ଅଫିସରେ_ରାସଲୀଳାhttps://t.co/GYaoMXZCdg — Sisir Bhattamishra (@sisirbhtmishra) April 11, 2021 ଉକ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ଯାଳୟରେ ଦେଖିବାକୁ ମିଳିଛି ଆରଆଇ ଅଫିସର ରଞ୍ଜନ ପାଣିଗ୍ରାହୀ କିଭିଳି ଭାବେ ସରକାରୀ କାର୍ଯ୍ଯାଳୟକୁ ନିଜ ବେଡ୍ ରୁମ ଭାବି ନିଶା ଶକ୍ତ ଅବସ୍ଥାରେ […]
ଢେଙ୍କାନାଳ: ଆରଆଇ ଅଫିସରେ ଚାଲିଛି ରାସଲୀଳା। ସରକାରୀ କାର୍ଯ୍ଯାଳୟରେ ଅନୈତିକ କାର୍ଯ୍ଯ। ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା ଆରାଆଇ ଅଫିସରେ।
Exclusive Report Of @NandighoshaTV #ଆରଆଇ_ଅଫିସରେ_ରାସଲୀଳାhttps://t.co/GYaoMXZCdg
— Sisir Bhattamishra (@sisirbhtmishra) April 11, 2021
ଉକ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ଯାଳୟରେ ଦେଖିବାକୁ ମିଳିଛି ଆରଆଇ ଅଫିସର ରଞ୍ଜନ ପାଣିଗ୍ରାହୀ କିଭିଳି ଭାବେ ସରକାରୀ କାର୍ଯ୍ଯାଳୟକୁ ନିଜ ବେଡ୍ ରୁମ ଭାବି ନିଶା ଶକ୍ତ ଅବସ୍ଥାରେ ଶୋଇଛନ୍ତି। ଖାଲି ଶୋଇନାହାନ୍ତି ତାସହ ଅନୈତିକ କାର୍ଯ୍ଯରେ ମଧ୍ୟ ଲିପ୍ତ ଅଛନ୍ତି। ବହୁ ମିହିଳାଙ୍କସହ ତାଙ୍କ ସମ୍ପର୍କ ଥିବା ଜଣାପଡ଼ିଛି। ଆରଆଇ ଅଫିସର ପଛପଟୁ ବିପୁଳ ପରିମାଣରେ ପାଣିବୋଟଲ ଓ ମଦ ବୋତଲ ମଧ୍ୟ ଜବତ ହୋଇଛି। କାର୍ଯ୍ଯାଳୟରେ ତାଙ୍କର କିଛି ସାଙ୍ଗ ମଧ୍ୟ ଶୋଇଥିବା ଦେଖିବାକୁ ମିଳିଛି।
ଏ ଘଟଣାରେ ଆରଆଇ ଅଫିସର ରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ।