ରାସନ୍ କାର୍ଡ E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ, ଆସନ୍ତା ୧୫ ଯାଏଁ ରହିଛି ଶେଷ ତାରିଖ

The Sakala Picture
Published On

ଭୁବନେଶ୍ବର: ରାସନ୍ କାର୍ଡ E- KYC ନେଇ ବଡ଼ ଅବଡେଟ। E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ। ଆସନ୍ତା ୧୫ ତାରିଖ ରାସନ କାର୍ଡ E- KYC ଆବେଦନର ଶେଷ ତାରିଖ। ଆଉ ସମୟ ଅବଧି ବଢିବା ନାହିଁ। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରି ନାହାନ୍ତି। ଯେଉଁମାନେ E- KYC କରି ନାହାନ୍ତି। ସେମାନେ କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ। ତାକୁ ସରେଣ୍ଡର କରାଗଲା ବୋଲି […]

ଭୁବନେଶ୍ବର: ରାସନ୍ କାର୍ଡ E- KYC ନେଇ ବଡ଼ ଅବଡେଟ। E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ। ଆସନ୍ତା ୧୫ ତାରିଖ ରାସନ କାର୍ଡ E- KYC ଆବେଦନର ଶେଷ ତାରିଖ। ଆଉ ସମୟ ଅବଧି ବଢିବା ନାହିଁ। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରି ନାହାନ୍ତି। ଯେଉଁମାନେ E- KYC କରି ନାହାନ୍ତି। ସେମାନେ କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ। ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯେଉଁମାନେ ଆବେଦନ କରିଛନ୍ତି। ସେଗୁଡ଼ିକର ଯାଞ୍ଚ ଚାଲିଛି। ଏବେ ପୋର୍ଟାଲ ଖୋଲାଯିବ। ଯେଉଁମାନେ ନୂଆ କାରୀ ଆବେଦନ କରିବେ। ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ଅନ୍ୟପକ୍ଷରେ, ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଯେଉଁ ସରକାରୀ ଅଫିସର ମାନେ ରା    ସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ। ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନ ଥିବେ ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ସରକାର ଆକ୍ସନ ନେବେ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

11 Feb 2025 By The Sakala

ରାସନ୍ କାର୍ଡ E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ, ଆସନ୍ତା ୧୫ ଯାଏଁ ରହିଛି ଶେଷ ତାରିଖ

ଭୁବନେଶ୍ବର: ରାସନ୍ କାର୍ଡ E- KYC ନେଇ ବଡ଼ ଅବଡେଟ। E- KYC ଆବେଦନ ନ କରିଥିଲେ ମିଳିବନି ଆଉ ସୁଯୋଗ। ଆସନ୍ତା ୧୫ ତାରିଖ ରାସନ କାର୍ଡ E- KYC ଆବେଦନର ଶେଷ ତାରିଖ। ଆଉ ସମୟ ଅବଧି ବଢିବା ନାହିଁ। ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରି ନାହାନ୍ତି। ଯେଉଁମାନେ E- KYC କରି ନାହାନ୍ତି। ସେମାନେ କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ। ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯେଉଁମାନେ ଆବେଦନ କରିଛନ୍ତି। ସେଗୁଡ଼ିକର ଯାଞ୍ଚ ଚାଲିଛି। ଏବେ ପୋର୍ଟାଲ ଖୋଲାଯିବ। ଯେଉଁମାନେ ନୂଆ କାରୀ ଆବେଦନ କରିବେ। ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ, ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଯେଉଁ ସରକାରୀ ଅଫିସର ମାନେ ରା    ସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ। ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନ ଥିବେ ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ସରକାର ଆକ୍ସନ ନେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର