ସ୍ତ୍ରୀର ତଣ୍ଟିକୁ ବ୍ଲେଡରେ କାଟି ଅତି ନୃସଂଶଭାବେ ହତ୍ୟା କଲା ସ୍ୱାମୀ; ପାରିବାରିକ କଳହରୁ ହତ୍ୟାକାଣ୍ଡ ସୂଚନା

The Sakala Picture
Published On

ନିମାପଡ଼ା: ସ୍ତ୍ରୀର ତଣ୍ଟିକୁ ବ୍ଲେଡ଼ରେ କାଟି ହତ୍ୟା କଲା ନୃସଂଶ ସ୍ୱାମୀ । ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ନିମାପଡ଼ା ଥାନା ଦିଘାଲ ବସ୍ତିର ଉରଫାନ ଖାନ ରବିବାର ରାତିରେ […]

ନିମାପଡ଼ା: ସ୍ତ୍ରୀର ତଣ୍ଟିକୁ ବ୍ଲେଡ଼ରେ କାଟି ହତ୍ୟା କଲା ନୃସଂଶ ସ୍ୱାମୀ । ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୂଚନା ଅନୁସାରେ, ନିମାପଡ଼ା ଥାନା ଦିଘାଲ ବସ୍ତିର ଉରଫାନ ଖାନ ରବିବାର ରାତିରେ ତାଙ୍କ ପତ୍ନୀ ତାହାରୁନ ବିବିଙ୍କ ବ୍ଲେଡରେ ତଣ୍ଟିକାଟି ହତ୍ୟା କରିଛି। ସୋମବାର ସକାଳୁ ଗ୍ରାମବାସୀ ଏସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉରଫାନକୁ ଗିରଫ କରିଛି। ଏହା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର