ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ତେବେ ମାଓବାଦୀଙ୍କ କଥାରେ ପଡି ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ତେବେ ମାଓବାଦୀଙ୍କ କଥାରେ ପଡି ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ମାଓବାଦୀଙ୍କ ହାତ ଛାଡି ଆଜି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ସେମାନଙ୍କ ନାମରେ ଥିବା ବିଭିନ୍ନ ପୋଲିସ ଥାନାର ସମସ୍ତ ମାମଲା ପ୍ରତ୍ୟାହାର କରିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଏସ.ପି.ଙ୍କ ପାଖରେ ଦାବି କରିଛନ୍ତି । ସୁକୁମା ଏସ.ପି. ସୁନିଲ ଶର୍ମା ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାଲାଗି ପ୍ରତିଶୃତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

23 Aug 2021 By The Sakala

ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଯାନ ପରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମ ସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦିର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ତେବେ ମାଓବାଦୀଙ୍କ କଥାରେ ପଡି ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ମାଓବାଦୀଙ୍କ ହାତ ଛାଡି ଆଜି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ସେମାନଙ୍କ ନାମରେ ଥିବା ବିଭିନ୍ନ ପୋଲିସ ଥାନାର ସମସ୍ତ ମାମଲା ପ୍ରତ୍ୟାହାର କରିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଏସ.ପି.ଙ୍କ ପାଖରେ ଦାବି କରିଛନ୍ତି । ସୁକୁମା ଏସ.ପି. ସୁନିଲ ଶର୍ମା ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାଲାଗି ପ୍ରତିଶୃତି ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର