ଖୋର୍ଦ୍ଧାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୫ଟଙ୍କାରେ ଯାତ୍ରା କରିବେ ମହିଳା ଓ ଛାତ୍ରଛାତ୍ରୀ
ଭୁବନେଶ୍ବର: ଖୋର୍ଦ୍ଧାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକ ଶୁଭାରମ୍ଭ କରିଛନ୍ତି। ହାବେଳି ପଡିଆରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ବିଧାୟକ ଜିତୁ ମିତ୍ର, ବିଧାୟକ ସୁଶାନ୍ତ ରାଉତ, ନିର୍ମାଣ ଶ୍ରମିକ ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପ ଶ୍ରୀ ରାଣୀ ଗୁମାନ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି। ଜିଲ୍ଲାର ୬ଟି ବ୍ଲକ ସହ ପଞ୍ଚାୟତ ଯିବ […]
ଭୁବନେଶ୍ବର: ଖୋର୍ଦ୍ଧାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକ ଶୁଭାରମ୍ଭ କରିଛନ୍ତି। ହାବେଳି ପଡିଆରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ବିଧାୟକ ଜିତୁ ମିତ୍ର, ବିଧାୟକ ସୁଶାନ୍ତ ରାଉତ, ନିର୍ମାଣ ଶ୍ରମିକ ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପ ଶ୍ରୀ ରାଣୀ ଗୁମାନ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି। ଜିଲ୍ଲାର ୬ଟି ବ୍ଲକ ସହ ପଞ୍ଚାୟତ ଯିବ ଲକ୍ଷ୍ମୀ ବସ୍। ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ୫ଟଙ୍କାରେ ଯାତ୍ରା କରିବେ।
ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ।