କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଓ ସଦର ବ୍ଲକର ନଦୀକୂଳିଆ ଅଞ୍ଚଳରେ ତୁଷାରପାତ, ସର୍ବନିମ୍ନ ତାପମାତ୍ର ୬.୨°
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗତ ଦୁଇଦିନ ହେଲା ପ୍ରବଳ ଶୀତ ଲାଗି ରହିଛି। ଆଗାମୀ ଦିନରେ ଶୀତର ପ୍ରକୋପ ଅଧିକ ଵୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ଆଲର୍ଟ କରିଛି। ଏପଟେ ସୋମବାର ରାତ୍ରିରେ ଜିଲ୍ଲାର କାଞ୍ଜିପାଣି,କେନ୍ଦୁଝର ସଦର ବ୍ଲକ ବାଉରିପଦା ନଦୀକୂଳିଆ ଅଞ୍ଚଳରେ ତୁଷାରପାତ ହୋଇଥିବା ସୂଚନା ମିଳିଛି। କାଞ୍ଜିପାଣି ସ୍କୁଲ ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ପାଣିପାଗ ବିଭାଗ ମଙ୍ଗଳବାର ସକାଳେ କରିଥିବା ରେକର୍ଡ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗତ ଦୁଇଦିନ ହେଲା ପ୍ରବଳ ଶୀତ ଲାଗି ରହିଛି। ଆଗାମୀ ଦିନରେ ଶୀତର ପ୍ରକୋପ ଅଧିକ ଵୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ଆଲର୍ଟ କରିଛି। ଏପଟେ ସୋମବାର ରାତ୍ରିରେ ଜିଲ୍ଲାର କାଞ୍ଜିପାଣି,କେନ୍ଦୁଝର ସଦର ବ୍ଲକ ବାଉରିପଦା ନଦୀକୂଳିଆ ଅଞ୍ଚଳରେ ତୁଷାରପାତ ହୋଇଥିବା ସୂଚନା ମିଳିଛି। କାଞ୍ଜିପାଣି ସ୍କୁଲ ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ପାଣିପାଗ ବିଭାଗ ମଙ୍ଗଳବାର ସକାଳେ କରିଥିବା ରେକର୍ଡ ଅନୁସାରେ ସର୍ବନିମ୍ନ ତାପମାତ୍ରା ୬.୨° ରହିଛି। କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତ୍ରିରେ ତାପମାତ୍ରା ଆହୁରି କମ ରହୁଛି।