ରାଜ୍ୟରେ ଅସହ୍ୟ ତାତି: ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ

The Sakala Picture
Published On

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ସକାଳ ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଭୁବନେଶ୍ବର ତାପମାତ୍ରା ସର୍ବୋଚ୍ଚ ରହିଛ। ଭୁବନେଶ୍ବର ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ […]

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ସକାଳ ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଭୁବନେଶ୍ବର ତାପମାତ୍ରା ସର୍ବୋଚ୍ଚ ରହିଛ। ଭୁବନେଶ୍ବର ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁର, ୩୮ ଡ଼ିଗ୍ରୀ ରହିଛି। ସେହିପରି-

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଝାରସୁଗୁଡା: ୩୭.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୪ ଡ଼ିଗ୍ରୀ
ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
ହୀରାକୁଦ: ୩୬.୨ ଡ଼ିଗ୍ରୀ
କେନ୍ଦୁଝର: ୩୫.୪ ଡ଼ିଗ୍ରୀ
ଗୋପାଳପୁର: ୩୪ ଡ଼ିଗ୍ରୀ
ପୁରୀ: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ

11 Apr 2023 By The Sakala

ରାଜ୍ୟରେ ଅସହ୍ୟ ତାତି: ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଆଜି ସକାଳ ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଭୁବନେଶ୍ବର ତାପମାତ୍ରା ସର୍ବୋଚ୍ଚ ରହିଛ। ଭୁବନେଶ୍ବର ତାପମାତ୍ରା ୩୯ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁର, ୩୮ ଡ଼ିଗ୍ରୀ ରହିଛି। ସେହିପରି-

ଝାରସୁଗୁଡା: ୩୭.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୪ ଡ଼ିଗ୍ରୀ
ବାଲେଶ୍ୱର: ୩୬.୮ ଡ଼ିଗ୍ରୀ
ହୀରାକୁଦ: ୩୬.୨ ଡ଼ିଗ୍ରୀ
କେନ୍ଦୁଝର: ୩୫.୪ ଡ଼ିଗ୍ରୀ
ଗୋପାଳପୁର: ୩୪ ଡ଼ିଗ୍ରୀ
ପୁରୀ: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର