ଫୋକସରେ ସ୍ବାସ୍ଥ୍ୟ ସେବା: ରାଜ୍ୟରେ ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ

The Sakala Picture
Published On

ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ  । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ନୂଆ ଡାକ୍ତର ପଦବୀ ସୃଷ୍ଟିକୁ ରାଜ୍ୟପାଳ ମଞ୍ଜୁର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପାଇଁ ପଦବୀ ସୃଷ୍ଟି ହୋଇଛି। ୩୨ ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଟି ଲେଖାଏଁ […]

ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ  । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ନୂଆ ଡାକ୍ତର ପଦବୀ ସୃଷ୍ଟିକୁ ରାଜ୍ୟପାଳ ମଞ୍ଜୁର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପାଇଁ ପଦବୀ ସୃଷ୍ଟି ହୋଇଛି। ୩୨ ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ୫ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ସିଡିଏ ଓ ଚାଉଳଗଞ୍ଜ UCHCରେ ୮ ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

[wp-embedder-pack width=”100%” height=”400px” download=”all” download-text=”” attachment_id=”91601″ /]

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

19 Jul 2023 By The Sakala

ଫୋକସରେ ସ୍ବାସ୍ଥ୍ୟ ସେବା: ରାଜ୍ୟରେ ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ

ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାରଙ୍କ ଫୋକସ୍ । ସୃଷ୍ଟି ହେଲା ୫ ହଜାର ନୂଆ ଡାକ୍ତର ପଦବୀ  । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ନୂଆ ଡାକ୍ତର ପଦବୀ ସୃଷ୍ଟିକୁ ରାଜ୍ୟପାଳ ମଞ୍ଜୁର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପାଇଁ ପଦବୀ ସୃଷ୍ଟି ହୋଇଛି। ୩୨ ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଥିବା ବେଳେ ୩୭୫ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ୫ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ଟି ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି। ସିଡିଏ ଓ ଚାଉଳଗଞ୍ଜ UCHCରେ ୮ ଲେଖାଏଁ ନୂଆ ପଦବୀ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର