HMPV ଭୂତାଣୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: HMPV ଭୂତାଣୁକୁ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠର ଶେଷ  ହୋଇଛି। ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ପୁରା ଭାରତରେ ହୋଇନି କି ଓଡ଼ିଶାରେ ଏଯାଏଁ  କୌମସି ମାମଲା ଆସି ନାହିଁ। ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି। କେନ୍ଦ୍ର ସରକାର ଯାହା ଗାଇଡଲାଇନ ଦେବେ, ତାକୁ ଆମେ ମାନିବୁ। ହସ୍ପିଟାଲରେ ଡାକ୍ତର ମହାଜୁଦ ଅଛନ୍ତି। ଥଣ୍ଡା, କାଶ ଓ ଜ୍ୱର ହେଲେ ଟେଷ୍ଟିଙ୍ଗ କରାଯିବ। ଟେଷ୍ଟିଙ୍ଗ ପାଇଁ ICMR, […]

ଭୁବନେଶ୍ବର: HMPV ଭୂତାଣୁକୁ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠର ଶେଷ  ହୋଇଛି। ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ପୁରା ଭାରତରେ ହୋଇନି କି ଓଡ଼ିଶାରେ ଏଯାଏଁ  କୌମସି ମାମଲା ଆସି ନାହିଁ। ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି। କେନ୍ଦ୍ର ସରକାର ଯାହା ଗାଇଡଲାଇନ ଦେବେ, ତାକୁ ଆମେ ମାନିବୁ। ହସ୍ପିଟାଲରେ ଡାକ୍ତର ମହାଜୁଦ ଅଛନ୍ତି। ଥଣ୍ଡା, କାଶ ଓ ଜ୍ୱର ହେଲେ ଟେଷ୍ଟିଙ୍ଗ କରାଯିବ। ଟେଷ୍ଟିଙ୍ଗ ପାଇଁ ICMR, ILS ଓ ମେଡିକାଲ କଲେଜ ସହ ଆଲୋଚନା ହୋଇଛି। ସବୁ ହସ୍ପିଟାଲକୁ ଆଲର୍ଟ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଟେଷ୍ଟିଙ୍ଗ କରାଯିବ। ଆଶା କରୁଛୁ, ଓଡ଼ିଶାରେ କେଶ ଆସିବନି। ଜରୁରୀକାଳୀନ ମାମଲା ଆସିଲେ ବି ପ୍ରସ୍ତୁତ ଅଛୁ। ମାମଲା ଆସିଲେ SOP ଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର