ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

ଖୋର୍ଦ୍ଧା: ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି ମୃତଦେହ । ଗତକାଲି ଯୁବତୀଜଣକ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ । ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିବା ଜଣାପଡିଛି । ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ । ଯୁବକଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ପୁରୁଷ ବନ୍ଧୁ ଫେରାର […]

ଖୋର୍ଦ୍ଧା: ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଜଟଣୀ ସୀତାରାମ ଛକ ନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି ମୃତଦେହ । ଗତକାଲି ଯୁବତୀଜଣକ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ । ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିବା ଜଣାପଡିଛି । ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ । ଯୁବକଙ୍କ ଘର ଜଗତସିଂହପୁରରେ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏବଂ କେଉଁ କାରଣରୁ ଯୁବତୀ ଜଣକ ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର