ଗାଡି ପାର୍କିଂକୁ ନେଇ ବାଲେଶ୍ବରରେ ଫୁଟିଲା ଗୁଳି, ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

The Sakala Picture
Published On

ବାଲେଶ୍ୱର : ଗାଡି ପାର୍କିଂକୁ ନେଇ ଫୁଟିଲା ଗୁଳି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରରେ । ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୁପ ଧାରଣ କରିବା ସହ ଗୁଳିମାଡ ମଧ୍ୟ ହୋଇଛି। ଯେଉଁଥିରେ ଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି […]

ବାଲେଶ୍ୱର : ଗାଡି ପାର୍କିଂକୁ ନେଇ ଫୁଟିଲା ଗୁଳି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରରେ । ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୁପ ଧାରଣ କରିବା ସହ ଗୁଳିମାଡ ମଧ୍ୟ ହୋଇଛି। ଯେଉଁଥିରେ ଜଣେ ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଥାନାରେ ଥାର୍ଡ ଡିଗ୍ରି! ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଫକୀର ମୋହନ କଲେଜର ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ଏବଂ ବ୍ୟବସାୟୀ ଆନନ୍ଦ ସିଂଙ୍କ ମଧ୍ୟରେ ବଚସା ହୋଇଥିଲା। ଧିରେ ଧିରେ ପାଟିତୁଣ୍ଡ ବଢିବାରୁ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆନନ୍ଦ ସିଂ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପରେ  ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗୁଳିମାଡ କରିଥିବା ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଅଟକ ରଖିଛି ବାଲେଶ୍ୱର ପୁଲିସ ।

ଆହୁରି ପଢ଼ନ୍ତୁ: ଆଡ଼େନିଗଡ଼ ଗାଁରେ ଅଘଟଣ: ଦୁଇ ଘଣ୍ଟା ସାପ ବନ୍ଧନରେ ରହିଲେ ପକ୍ଷାଘାତ ରୋଗୀ...

13 Mar 2021 By The Sakala

ଗାଡି ପାର୍କିଂକୁ ନେଇ ବାଲେଶ୍ବରରେ ଫୁଟିଲା ଗୁଳି, ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ଗାଡି ପାର୍କିଂକୁ ନେଇ ଫୁଟିଲା ଗୁଳି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରରେ । ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୁପ ଧାରଣ କରିବା ସହ ଗୁଳିମାଡ ମଧ୍ୟ ହୋଇଛି। ଯେଉଁଥିରେ ଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଫକୀର ମୋହନ କଲେଜ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଗାଡି ପାର୍କିଂକୁ ନେଇ ଫକୀର ମୋହନ କଲେଜର ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା ଏବଂ ବ୍ୟବସାୟୀ ଆନନ୍ଦ ସିଂଙ୍କ ମଧ୍ୟରେ ବଚସା ହୋଇଥିଲା। ଧିରେ ଧିରେ ପାଟିତୁଣ୍ଡ ବଢିବାରୁ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆନନ୍ଦ ସିଂ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ପରେ  ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗୁଳିମାଡ କରିଥିବା ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଅଟକ ରଖିଛି ବାଲେଶ୍ୱର ପୁଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର