ରାଉରକେଲାରେ ଜିଏସଟି ଚଢ଼ାଉ: ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ

The Sakala Picture
Published On

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ କରିଛି । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ ଚାଲିଛି ରେଡ୍ । ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ ଓ ଅନିଲ ପାଣ୍ଡେଙ୍କ ସିଭିଲ ଟାଉନସିପ ବାସଭବନ ଓ କାର୍ଯ୍ଯାଳୟରେ ଜାରି ରହିଛି ଚଢ଼ାଉ । ରାଉରକେଲା ଡିଡିଜିଆଇ ସ୍ୱତନ୍ତ୍ର ଟିମ୍ […]

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ କରିଛି । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ ଚାଲିଛି ରେଡ୍ । ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ ଓ ଅନିଲ ପାଣ୍ଡେଙ୍କ ସିଭିଲ ଟାଉନସିପ ବାସଭବନ ଓ କାର୍ଯ୍ଯାଳୟରେ ଜାରି ରହିଛି ଚଢ଼ାଉ । ରାଉରକେଲା ଡିଡିଜିଆଇ ସ୍ୱତନ୍ତ୍ର ଟିମ୍ ପଷରୁ ଚଢ଼ାଉ । ଏହି ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ତେବେ ଏହି ରେଡରେ କେତେଜଣ ଅଫିସର ସାମିଲ ହୋଇଛନ୍ତି ତା’ର ସୂଚନା ଏପର୍ଯ୍ଯନ୍ତ ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

03 Apr 2022 By The Sakala

ରାଉରକେଲାରେ ଜିଏସଟି ଚଢ଼ାଉ: ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ କରିଛି । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ ଚାଲିଛି ରେଡ୍ । ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ ଓ ଅନିଲ ପାଣ୍ଡେଙ୍କ ସିଭିଲ ଟାଉନସିପ ବାସଭବନ ଓ କାର୍ଯ୍ଯାଳୟରେ ଜାରି ରହିଛି ଚଢ଼ାଉ । ରାଉରକେଲା ଡିଡିଜିଆଇ ସ୍ୱତନ୍ତ୍ର ଟିମ୍ ପଷରୁ ଚଢ଼ାଉ । ଏହି ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ତେବେ ଏହି ରେଡରେ କେତେଜଣ ଅଫିସର ସାମିଲ ହୋଇଛନ୍ତି ତା’ର ସୂଚନା ଏପର୍ଯ୍ଯନ୍ତ ମିଳିପାରିନାହିଁ ।

https://www.thesakala.in/latest-odisha-news/gst-team-raids-in-rourkela/article-10471
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର