କପଡା ଗୋଦାମରେ ଜିଏସଟି ରେଡ୍, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର କାମଲିବଜ଼ରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଠାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ । ସୂଚନା ମୁତାବକ, କୋଟି କୋଟି ଟଙ୍କାର […]

ସମ୍ବଲପୁର: ସମ୍ବଲପୁର କାମଲିବଜ଼ରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ୍ । ଦୀର୍ଘଦିନ ହେବ ଏହି କପଡା ହୋଲସେଲ ଦୋକାନି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଦିନ ପ୍ରାୟ ୧୨ଟା ସମୟରେ କମଳିବଜ଼ାରରେ ଥିବା ମିତ୍ତଳ ଏଜେନସିରେ ହଠାତ ଏକ ୧୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଏକାକାଳୀନ ଏହି ଏଜେନ୍ସିର ୫ଟି ସ୍ଥାନରେ ୧୫ ଟିମ ଚଢ଼ାଉ କରିଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସୂଚନା ମୁତାବକ, କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିବାର ଅଭିଯୋଗ ଆସିବା ପରେ ସିଟି ଜିଏସଟି ବିଭାଗର ବହୁ ଅଧିକାରୀ ଏହି ରେଡରେ ସାମିଲ ଥିଲେ ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର