ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ ଜିଏସ୍‌ଟି ଚଢାଉ

The Sakala Picture
Published On

ଭୁବନେଶ୍ୱର: ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ ଜିଏସ୍‌ଟି ଚଢାଉ। ଜିଏସ୍‌ଟିର ପାଞ୍ଚ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର, ପାହାଳ, କଟକ ରୋଡ଼ରେ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ୨୦୦୮ରୁ ୨୦୧୭ ମଧ୍ୟରେ ଭାରତ ମୋଟର୍ସ ଫାଙ୍କିଥିଲା ଟ୍ୟାକ୍ସ। ଯାହାକୁ ନେଇ ୨୦୧୭ରେ ଭାରତ ମୋଟର୍ସକୁ ୧୧ କୋଟି ୯ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା ଜିଏସ୍‌ଟି । ଦାଖଲ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଥିଲେ । […]

ଭୁବନେଶ୍ୱର: ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ ଜିଏସ୍‌ଟି ଚଢାଉ। ଜିଏସ୍‌ଟିର ପାଞ୍ଚ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର, ପାହାଳ, କଟକ ରୋଡ଼ରେ ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ୨୦୦୮ରୁ ୨୦୧୭ ମଧ୍ୟରେ ଭାରତ ମୋଟର୍ସ ଫାଙ୍କିଥିଲା ଟ୍ୟାକ୍ସ। ଯାହାକୁ ନେଇ ୨୦୧୭ରେ ଭାରତ ମୋଟର୍ସକୁ ୧୧ କୋଟି ୯ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା ଜିଏସ୍‌ଟି । ଦାଖଲ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଥିଲେ । ହେଲେ ଏବେ ସୁଦ୍ଧା ସଂସ୍ଥା ପକ୍ଷରୁ ଫାଇନ୍‌ ଅର୍ଥ ଦାଖଲ ହୋଇ ନ ଥିଲା । ବର୍ତ୍ତମାନ ସୁଦ୍ଧା ମୂଳ ଓ ସୁଧ ମିଶି ୩୮ କୋଟି ହେଲାଣି । ଶେଷରେ ଆଜି ଜିଏସ୍‌ଟିର ୫ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଚଢାଉରେ ୩୦ ଜଣ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି ।  ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର