ଜିଏସଟି ଫାଙ୍କିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ ଜାରି

The Sakala Picture
Published On

ବରଗଡ଼: ଜିଏସଟି ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼, ପଦମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ ଜାରି ରହିଛି। ପଦମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍। ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ ମଧ୍ୟ ରେଡ୍ । ସୁନୀଲ ଅଗ୍ରୱାଲଙ୍କ ପଦମପୁର ଜଗଦମ୍ବା କ୍ଲଥ ଷ୍ଟୋରରେ ରେଡ୍ । ବରଗଡ଼ ସହରରେ ଥିବା ସୁନୀଲଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଗୋବର୍ଦ୍ଧନ […]

ବରଗଡ଼: ଜିଏସଟି ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼, ପଦମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ ଜାରି ରହିଛି। ପଦମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍। ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ ମଧ୍ୟ ରେଡ୍ । ସୁନୀଲ ଅଗ୍ରୱାଲଙ୍କ ପଦମପୁର ଜଗଦମ୍ବା କ୍ଲଥ ଷ୍ଟୋରରେ ରେଡ୍ । ବରଗଡ଼ ସହରରେ ଥିବା ସୁନୀଲଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ପୁତୁରା ହେୁଛନ୍ତି ସୁନୀଲ । ରାଜେଶ ସାହୁଙ୍କ ବରେଇକେଲ ଗ୍ୟାସ ଏଜେନ୍ସିରେ ଚଢ଼ାଉ । ରାଜ୍ୟ ଜିଏସଟି ଅଧିକାରୀମାନେ ଚଢ଼ାଉରେ ସାମିଲ ଅଛନ୍ତି । ଏହି ସବୁ ସ୍ଥାନରେ ଜିଏସଟି ଅଧିକାରୀ ତଦନ୍ତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

28 Nov 2022 By The Sakala

ଜିଏସଟି ଫାଙ୍କିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ ଜାରି

ବରଗଡ଼: ଜିଏସଟି ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼, ପଦମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ ଜାରି ରହିଛି। ପଦମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍। ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ ମଧ୍ୟ ରେଡ୍ । ସୁନୀଲ ଅଗ୍ରୱାଲଙ୍କ ପଦମପୁର ଜଗଦମ୍ବା କ୍ଲଥ ଷ୍ଟୋରରେ ରେଡ୍ । ବରଗଡ଼ ସହରରେ ଥିବା ସୁନୀଲଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ପୁତୁରା ହେୁଛନ୍ତି ସୁନୀଲ । ରାଜେଶ ସାହୁଙ୍କ ବରେଇକେଲ ଗ୍ୟାସ ଏଜେନ୍ସିରେ ଚଢ଼ାଉ । ରାଜ୍ୟ ଜିଏସଟି ଅଧିକାରୀମାନେ ଚଢ଼ାଉରେ ସାମିଲ ଅଛନ୍ତି । ଏହି ସବୁ ସ୍ଥାନରେ ଜିଏସଟି ଅଧିକାରୀ ତଦନ୍ତ କରୁଛନ୍ତି ।

https://www.thesakala.in/latest-odisha-news/gst-raid-6-places-in-bargarh-district/article-16926
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର