ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ

The Sakala Picture
Published On

ନୟାଗଡ଼: ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ। ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ ୩ ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏବଂ ଖଣିଜ ସମ୍ପଦ ବିଭାଗ। ଉକ୍ତ ଅଞ୍ଚଳରେ ୬୦ ଫୁଟ ଉଚ୍ଚ ୩୦ ଫୁଟ ପ୍ରସ୍ତ ବିଶିଷ୍ଟ ୮ କିଲୋମିଟର ପରିବ୍ୟାପ୍ତ ସ୍ଥାନରେ […]

ନୟାଗଡ଼: ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ। ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ ୩ ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏବଂ ଖଣିଜ ସମ୍ପଦ ବିଭାଗ। ଉକ୍ତ ଅଞ୍ଚଳରେ ୬୦ ଫୁଟ ଉଚ୍ଚ ୩୦ ଫୁଟ ପ୍ରସ୍ତ ବିଶିଷ୍ଟ ୮ କିଲୋମିଟର ପରିବ୍ୟାପ୍ତ ସ୍ଥାନରେ ଗ୍ରାଫାଇଟ ଥିବା ସାଟେଲାଇଟ ଚିତ୍ରରୁ ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ଟି ଅଞ୍ଚଳରେ ୧୦୦ମିଟର ଗଭୀର ଡ୍ରିଲ କରି ମାଟି ସଂଗ୍ରହ କରି ପରୀକ୍ଷା କରୁଛି ଟିମ୍ । ତେବେ କେବଳ ସେ ଅଞ୍ଚଳ ନୁହେଁ ଦଶପଲ୍ଲା ବୃତ୍ତଙ୍ଗ ନଦୀ ଅବବାହିକାରେ ମଧ୍ୟ ଗ୍ରାଫାଇଟ୍ ଥିବା ଦାବି କରିଛନ୍ତି ଅଞ୍ଚଳବାସୀ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

୧୯୮୦ ମସିହାରେ ଏଠାରେ ଗ୍ରାଫାଇଟ ଉତ୍ତୋଳନ କରାଯାଉଥିଲା । ସରିଗଣ୍ଡା ନିକଟରେ ରିଫାଇନାରି ପ୍ଲାଣ୍ଟ ମଧ୍ୟ ଚାଲୁଥିଲା । ପରବର୍ତ୍ତି ସମୟରେ କୌଣସି କାରଣରୁ ଫ୍ୟାକ୍ଟ୍ରି ବନ୍ଦ ହେବା ପରେ ଖଣି ଖନନ ବନ୍ଦ ହୋଇଯାଇଛି । ଏବେ ଖଣିର ସନ୍ଧାନ ହୋଇପାରିଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

12 Apr 2022 By The Sakala

ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ

ନୟାଗଡ଼: ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ। ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ ୩ ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏବଂ ଖଣିଜ ସମ୍ପଦ ବିଭାଗ। ଉକ୍ତ ଅଞ୍ଚଳରେ ୬୦ ଫୁଟ ଉଚ୍ଚ ୩୦ ଫୁଟ ପ୍ରସ୍ତ ବିଶିଷ୍ଟ ୮ କିଲୋମିଟର ପରିବ୍ୟାପ୍ତ ସ୍ଥାନରେ ଗ୍ରାଫାଇଟ ଥିବା ସାଟେଲାଇଟ ଚିତ୍ରରୁ ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ଟି ଅଞ୍ଚଳରେ ୧୦୦ମିଟର ଗଭୀର ଡ୍ରିଲ କରି ମାଟି ସଂଗ୍ରହ କରି ପରୀକ୍ଷା କରୁଛି ଟିମ୍ । ତେବେ କେବଳ ସେ ଅଞ୍ଚଳ ନୁହେଁ ଦଶପଲ୍ଲା ବୃତ୍ତଙ୍ଗ ନଦୀ ଅବବାହିକାରେ ମଧ୍ୟ ଗ୍ରାଫାଇଟ୍ ଥିବା ଦାବି କରିଛନ୍ତି ଅଞ୍ଚଳବାସୀ ।

୧୯୮୦ ମସିହାରେ ଏଠାରେ ଗ୍ରାଫାଇଟ ଉତ୍ତୋଳନ କରାଯାଉଥିଲା । ସରିଗଣ୍ଡା ନିକଟରେ ରିଫାଇନାରି ପ୍ଲାଣ୍ଟ ମଧ୍ୟ ଚାଲୁଥିଲା । ପରବର୍ତ୍ତି ସମୟରେ କୌଣସି କାରଣରୁ ଫ୍ୟାକ୍ଟ୍ରି ବନ୍ଦ ହେବା ପରେ ଖଣି ଖନନ ବନ୍ଦ ହୋଇଯାଇଛି । ଏବେ ଖଣିର ସନ୍ଧାନ ହୋଇପାରିଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

https://www.thesakala.in/latest-odisha-news/graphite-deposits-are-located-in-daspalla/article-10727
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର