ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର: ଚନ୍ଦକା ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ସଫାରୀ ବସ୍

The Sakala Picture
Published On

ଭୁବନେଶ୍ୱର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ଯାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ଯଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା ୮ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ । ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ଯଟକ ଝଲରା, […]

ଭୁବନେଶ୍ୱର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ଯାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ଯଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା ୮ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ । ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ଯଟକ ଝଲରା, ଆମ୍ବିଲୋ ୱାଚ ଟାୱାର, କୁମାର ଖୁଣ୍ଟି ଆଦି ଅଞ୍ଚଳ ଭ୍ରମଣ କରିପାରିବେ । ପ୍ରାୟ ୩ ଘଣ୍ଟା ଧରି ପର୍ଯ୍ଯଟକ ବୁଲାବୁଲି କରିପାରିବା ସହ ପ୍ରାକୃତିକ ପରିବେଶ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ବିଭୀଷିକା; ପାଣିର ସୁଅରେ ଭାସିଯାଉଥିବା ବ୍ୟବସାୟୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

04 Oct 2021 By The Sakala

ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର: ଚନ୍ଦକା ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ସଫାରୀ ବସ୍

ଭୁବନେଶ୍ୱର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ଯାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ଯଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା ୮ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ । ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ଯଟକ ଝଲରା, ଆମ୍ବିଲୋ ୱାଚ ଟାୱାର, କୁମାର ଖୁଣ୍ଟି ଆଦି ଅଞ୍ଚଳ ଭ୍ରମଣ କରିପାରିବେ । ପ୍ରାୟ ୩ ଘଣ୍ଟା ଧରି ପର୍ଯ୍ଯଟକ ବୁଲାବୁଲି କରିପାରିବା ସହ ପ୍ରାକୃତିକ ପରିବେଶ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର