ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲା ଗୟଳ ଶାବକ, ଗୟଳଙ୍କ ସଂଖ୍ୟା ୬କୁ ବୃଦ୍ଧି

The Sakala Picture
Published On

ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର । ଗୁରୁବାର ନନ୍ଦନକାନନ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ  ଏକ ଶାବକ ଜନ୍ମ ଦେଇଛି । ମାଆ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି । ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଇ ଥିଲେ ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

16 Sep 2021 By The Sakala

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲା ଗୟଳ ଶାବକ, ଗୟଳଙ୍କ ସଂଖ୍ୟା ୬କୁ ବୃଦ୍ଧି

ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର । ଗୁରୁବାର ନନ୍ଦନକାନନ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ  ଏକ ଶାବକ ଜନ୍ମ ଦେଇଛି । ମାଆ ଓ ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି । ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଇ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର