ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର…

The Sakala Picture
Published On

ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବାବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର । ସେହିପରି, ୨୪ କ୍ୟାରେଟ […]

ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବାବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେହିପରି, ୨୪ କ୍ୟାରେଟ ସୁନା ଦର ଗ୍ରାମ ପ୍ରତି ୮ ହଜାର ୫୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ ୭ ହଜାର ୨୦୮୨ ଟଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

 

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର