ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ
ଭୁବନେଶ୍ୱର: ଦିନ ଦ୍ଵିପ୍ରହରରେ ରାଜଧାନୀ ଭୁବନେଶ୍ୱରର ଏକ ଅଳଙ୍କାର ଦୋକାନରୁ ଲୁଟ୍ । ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ମୁଖା ପିନ୍ଧା ଦୁର୍ବୁର୍ତ୍ତ । ଆଜି ଦିନ ଗୋଟାଏ ବେଳେ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ଥିବା ଏକ ଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଅଧାରରେ ଯାଞ୍ଚ କରିବା ସହ ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ: ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର
17 Feb 2026
By Madhusudan Das
ଦିନ ଦ୍ଵିପ୍ରହରରେ ରାଜଧାନୀରୁ ଲୁଟ୍: ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁର୍ତ୍ତ
ଭୁବନେଶ୍ୱର: ଦିନ ଦ୍ଵିପ୍ରହରରେ ରାଜଧାନୀ ଭୁବନେଶ୍ୱରର ଏକ ଅଳଙ୍କାର ଦୋକାନରୁ ଲୁଟ୍ । ମୁହଁକୁ ସ୍ପ୍ରେ କରି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ମୁଖା ପିନ୍ଧା ଦୁର୍ବୁର୍ତ୍ତ । ଆଜି ଦିନ ଗୋଟାଏ ବେଳେ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ଥିବା ଏକ ଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଅଧାରରେ ଯାଞ୍ଚ କରିବା ସହ ତଦନ୍ତ କରୁଛି ।
⊕ https://www.thesakala.in/latest-odisha-news/gold-ornaments-worth-rs-6-lakh-looted-from-a-jewellery-shop-in-bhubaneswar/article-44777