ବଜ୍ରଘାତରେ ଜଣେ ମୃତ, ୩ ଆହତ

The Sakala Picture
Published On

ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗ୍ରାମର ଜୟରାମ ଗୌଡ଼ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ସେ ଘଟଣାସ୍ଥଳରେ ଟଳି […]

ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗ୍ରାମର ଜୟରାମ ଗୌଡ଼ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଏଠାରେ ଜୟରାମଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେଭଳି କଞ୍ଚଣା ଗ୍ରାମର ଜଣେ ମହିଳା ସୁମତି ସାହୁ ନିଜ ଘରର ବାରିପଟେ କିଛି କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଛନ୍ତି । ବିଏନ୍‌ପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ଏନ୍‌.ପିତାମ୍ୱର ପାତ୍ର ଓ ଏସ୍‌.ରଘୁ ପାତ୍ର ଛେଳି ଚରାଇବକୁ ଯାଇଥିବା ବେଳେ ବଜ୍ରାଘାତ ହେବା କାରଣରୁ ଦୁହେଁ ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

23 Jun 2022 By The Sakala

ବଜ୍ରଘାତରେ ଜଣେ ମୃତ, ୩ ଆହତ

ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗ୍ରାମର ଜୟରାମ ଗୌଡ଼ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଏଠାରେ ଜୟରାମଙ୍କୁ ମୃତ ଘୋଷଣା କରିଥିଲେ ।

ସେଭଳି କଞ୍ଚଣା ଗ୍ରାମର ଜଣେ ମହିଳା ସୁମତି ସାହୁ ନିଜ ଘରର ବାରିପଟେ କିଛି କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଛନ୍ତି । ବିଏନ୍‌ପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ଏନ୍‌.ପିତାମ୍ୱର ପାତ୍ର ଓ ଏସ୍‌.ରଘୁ ପାତ୍ର ଛେଳି ଚରାଇବକୁ ଯାଇଥିବା ବେଳେ ବଜ୍ରାଘାତ ହେବା କାରଣରୁ ଦୁହେଁ ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ହୋଇଛି।

https://www.thesakala.in/latest-odisha-news/ganjam/one-person-was-killed-and-three-others-were-injured-in-the-lightning-strike/article-12732
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର