ଗ୍ୟାସ୍ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ, ୨ ଆହତ

The Sakala Picture
Published On

ବ୍ରହ୍ମପୁର: ଗ୍ଯାସ ଟାଙ୍କି ବିସ୍ଫୋରଣରେ ଭୁଶୁଡିଲା ଘର। ପ୍ରଚଣ୍ଡ ବିସ୍ଫୋରଣରେ ଘର କାନ୍ଥ ଓ ଛାତ ଭୁଶୁଡି ପଡ଼ିଛି। ଏହି ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଘଟଣ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି। ଦେବରାଜଙ୍କ ନାୟକଙ୍କ ଘରେ ୬୬ଟି ଗ୍ଯାସ ସିଲିଣ୍ଡର ରହିଥିବା ସୂଚନା। ଉକ୍ତ […]

ବ୍ରହ୍ମପୁର: ଗ୍ଯାସ ଟାଙ୍କି ବିସ୍ଫୋରଣରେ ଭୁଶୁଡିଲା ଘର। ପ୍ରଚଣ୍ଡ ବିସ୍ଫୋରଣରେ ଘର କାନ୍ଥ ଓ ଛାତ ଭୁଶୁଡି ପଡ଼ିଛି। ଏହି ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଘଟଣ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି। ଦେବରାଜଙ୍କ ନାୟକଙ୍କ ଘରେ ୬୬ଟି ଗ୍ଯାସ ସିଲିଣ୍ଡର ରହିଥିବା ସୂଚନା। ଉକ୍ତ ଗ୍ଯାସ ସିଲିଣ୍ଡର ଗୁଡିକ କମର୍ସିଆଲ୍ ସିଲିଣ୍ଡର। ଗ୍ଯାସ ଲିକରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

22 Jul 2022 By The Sakala

ଗ୍ୟାସ୍ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ, ୨ ଆହତ

ବ୍ରହ୍ମପୁର: ଗ୍ଯାସ ଟାଙ୍କି ବିସ୍ଫୋରଣରେ ଭୁଶୁଡିଲା ଘର। ପ୍ରଚଣ୍ଡ ବିସ୍ଫୋରଣରେ ଘର କାନ୍ଥ ଓ ଛାତ ଭୁଶୁଡି ପଡ଼ିଛି। ଏହି ବିସ୍ଫୋରଣରେ ୨ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଘଟଣ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି। ଦେବରାଜଙ୍କ ନାୟକଙ୍କ ଘରେ ୬୬ଟି ଗ୍ଯାସ ସିଲିଣ୍ଡର ରହିଥିବା ସୂଚନା। ଉକ୍ତ ଗ୍ଯାସ ସିଲିଣ୍ଡର ଗୁଡିକ କମର୍ସିଆଲ୍ ସିଲିଣ୍ଡର। ଗ୍ଯାସ ଲିକରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

https://www.thesakala.in/latest-odisha-news/ganjam/gas-cylinder-blast-destroying-the-wall-and-roof-of-house-two-injured/article-13515
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର