ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ଯ: ନିଜର ସନ୍ତାନ ଓ ସ୍ତ୍ରୀକୁ ହତ୍ଯା କରିବାପରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଜ ସନ୍ତାନ ଓ ସ୍ତ୍ରୀକୁ ହତ୍ଯା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ମୃତକ ସ୍ୱାମୀଙ୍କ ନାମ ସୁଜନ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସୁଜନ ନିଜ ୧୦ ମାସର ସନ୍ତାନକୁ ପ୍ରଥମେ ଗଳା ଚିପି ହତ୍ଯା କରିବାପରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । ଏହାପରେ ସେ ନିଜେ ବେକରେ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଜ ସନ୍ତାନ ଓ ସ୍ତ୍ରୀକୁ ହତ୍ଯା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ମୃତକ ସ୍ୱାମୀଙ୍କ ନାମ ସୁଜନ ପ୍ରଧାନ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଦଣ୍ଡ ନାଚ ଦେଖି ଫେରିବାବେଳେ ବାଟରେ ଜଗିଥିଲା ଯମ, ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ସୂଚନା ଅନୁଯାୟୀ, ସୁଜନ ନିଜ ୧୦ ମାସର ସନ୍ତାନକୁ ପ୍ରଥମେ ଗଳା ଚିପି ହତ୍ଯା କରିବାପରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । ଏହାପରେ ସେ ନିଜେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯିବ ବୋଲି ପୋଲିସ କହିଛିି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏପରି ଅଘଟଣ ଘଟିଛି ସେନେଇ କିଛି ସ୍ପଷ୍ଟ ହୋଇ ପରିନାହିଁ।

08 Sep 2021 By The Sakala

ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ଯ: ନିଜର ସନ୍ତାନ ଓ ସ୍ତ୍ରୀକୁ ହତ୍ଯା କରିବାପରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ନିଜ ସନ୍ତାନ ଓ ସ୍ତ୍ରୀକୁ ହତ୍ଯା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ମୃତକ ସ୍ୱାମୀଙ୍କ ନାମ ସୁଜନ ପ୍ରଧାନ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୁଜନ ନିଜ ୧୦ ମାସର ସନ୍ତାନକୁ ପ୍ରଥମେ ଗଳା ଚିପି ହତ୍ଯା କରିବାପରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି । ଏହାପରେ ସେ ନିଜେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯିବ ବୋଲି ପୋଲିସ କହିଛିି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏପରି ଅଘଟଣ ଘଟିଛି ସେନେଇ କିଛି ସ୍ପଷ୍ଟ ହୋଇ ପରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର