ଲାଞ୍ଚ ନେଇ ଧରାପଡ଼ିଲେ ଆସିକା ବିଇଓ ଅଫିସର କନିଷ୍ଠ କିରାଣୀ

The Sakala Picture
Published On

ଆସିକା: ଆସିକା ବ୍ଲକ୍ ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ନବଘନ ଗୌଡ଼ ଗତ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିଛନ୍ତି। ସହକାରୀ ଶିକ୍ଷକ ଶ୍ରୀ ଗୌଡ଼ ନିଜର ୩୦ବର୍ଷିଆ ଏମ୍ଏସିପି ପ୍ରାପ୍ୟ ପାଇବା ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଆସି ବିଭାଗୀୟ କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। […]

ଆସିକା: ଆସିକା ବ୍ଲକ୍ ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ନବଘନ ଗୌଡ଼ ଗତ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିଛନ୍ତି। ସହକାରୀ ଶିକ୍ଷକ ଶ୍ରୀ ଗୌଡ଼ ନିଜର ୩୦ବର୍ଷିଆ ଏମ୍ଏସିପି ପ୍ରାପ୍ୟ ପାଇବା ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଆସି ବିଭାଗୀୟ କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ନବଘନ ଗୌଡ଼ ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ରବିବାର ଅପରାହ୍ନରେ ସ୍ଥାନୀୟ ଘରୋଇ ବସଷ୍ଠାଣ୍ଡ ଠାରେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୫ହଜାର ଟଙ୍କା ନେଉଥିବା ବେଳେ ଛପି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ ଧରିଥିଲେ। କିରାଣୀ ମନୋଜ କୁମାର ପ୍ରଧାନ ରହୁଥିବା ବାଣୀବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଭଡ଼ାଘରେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

12 Jun 2022 By The Sakala

ଲାଞ୍ଚ ନେଇ ଧରାପଡ଼ିଲେ ଆସିକା ବିଇଓ ଅଫିସର କନିଷ୍ଠ କିରାଣୀ

ଆସିକା: ଆସିକା ବ୍ଲକ୍ ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ନବଘନ ଗୌଡ଼ ଗତ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିଛନ୍ତି। ସହକାରୀ ଶିକ୍ଷକ ଶ୍ରୀ ଗୌଡ଼ ନିଜର ୩୦ବର୍ଷିଆ ଏମ୍ଏସିପି ପ୍ରାପ୍ୟ ପାଇବା ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଆସି ବିଭାଗୀୟ କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ନବଘନ ଗୌଡ଼ ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ରବିବାର ଅପରାହ୍ନରେ ସ୍ଥାନୀୟ ଘରୋଇ ବସଷ୍ଠାଣ୍ଡ ଠାରେ କନିଷ୍ଠ କିରାଣୀ ମନୋଜକୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୫ହଜାର ଟଙ୍କା ନେଉଥିବା ବେଳେ ଛପି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ ଧରିଥିଲେ। କିରାଣୀ ମନୋଜ କୁମାର ପ୍ରଧାନ ରହୁଥିବା ବାଣୀବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଭଡ଼ାଘରେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଛି।

https://www.thesakala.in/latest-odisha-news/ganjam/asika-beo-office-junior-clerk-in-vigilance-net/article-12391
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର