ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୧୯ ଗୋରୁ ମୃତ

The Sakala Picture
Published On

ଭଞ୍ଜନଗର: କାଳ ବୈଶାଖୀର ତାଣ୍ଡବ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରାଘାତରେ ୧୯ ଗୋରୁଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଫଳରେ ଏଣେ ତେଣେ ବୁଲୁଥିବା ଗୋରୁ ମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ସେଠାରେ ଗଛକୁ ବଜ୍ରାଘାତ ହୋଇଥିଲା। ଫଳରେ ଆଶ୍ରୟ ନେଇଥିବା ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

30 May 2023 By The Sakala

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୧୯ ଗୋରୁ ମୃତ

ଭଞ୍ଜନଗର: କାଳ ବୈଶାଖୀର ତାଣ୍ଡବ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରାଘାତରେ ୧୯ ଗୋରୁଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଫଳରେ ଏଣେ ତେଣେ ବୁଲୁଥିବା ଗୋରୁ ମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ସେଠାରେ ଗଛକୁ ବଜ୍ରାଘାତ ହୋଇଥିଲା। ଫଳରେ ଆଶ୍ରୟ ନେଇଥିବା ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

https://www.thesakala.in/latest-odisha-news/ganjam/19-cattle-died-due-to-thunderstorm/article-22140
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର