ନଦୀ ପଠାରେ ଖେଳୁଥିବାବେଳେ ବାଲି ଅତଡ଼ା ଧସି ଚାଲିଗଲା ନାବାଳକର ଜୀବନ

The Sakala Picture
Published On

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଶିଶୁ ଜଣକ ହେଲେ ସେହି ଗାଁର ରାମ ରଇତଙ୍କ ୧୦ ବର୍ଷର ପୁଅ ଇଶ୍ୱର ରଇତ। ଅନ୍ୟ […]

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଶିଶୁ ଜଣକ ହେଲେ ସେହି ଗାଁର ରାମ ରଇତଙ୍କ ୧୦ ବର୍ଷର ପୁଅ ଇଶ୍ୱର ରଇତ। ଅନ୍ୟ ଦୁଇ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ପlଟପାଣି ଗାଁର କିଛି ନାବାଳକ ଗାଁ ନିକଟସ୍ଥ ନଦୀ ପଠାରେ ଖେଳୁଥିଲେ । ବାଲିରେ ଘର ତିଆରି କରି ଖେଳୁଥିବାବେଳେ ଧସିଥିଲା ବାଲି ଅତଡ଼ା । ଫଳରେ ୩ ଜଣ ନାବାଳକ ବାଲିରେ ପୋତି ହୋଇ ଯାଇଥିଲେ । ଅନ୍ୟ ଜଣେ ନାବାଳକ ଘଟଣା ସମ୍ପର୍କରେ ଗାଁକୁ ଆସି କହିବା ପରେ ନଦୀ ପଠାକୁ ଯାଇଥିଲେ ଗ୍ରାମବାସୀ । ସେମାନଙ୍କୁ ବାଲି ପଠାରୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ନେଇଥିଲେ । ସେଠାରେ ଜଣେ ନାବାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

27 Feb 2023 By The Sakala

ନଦୀ ପଠାରେ ଖେଳୁଥିବାବେଳେ ବାଲି ଅତଡ଼ା ଧସି ଚାଲିଗଲା ନାବାଳକର ଜୀବନ

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତଶିଶୁ ଜଣକ ହେଲେ ସେହି ଗାଁର ରାମ ରଇତଙ୍କ ୧୦ ବର୍ଷର ପୁଅ ଇଶ୍ୱର ରଇତ। ଅନ୍ୟ ଦୁଇ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ପlଟପାଣି ଗାଁର କିଛି ନାବାଳକ ଗାଁ ନିକଟସ୍ଥ ନଦୀ ପଠାରେ ଖେଳୁଥିଲେ । ବାଲିରେ ଘର ତିଆରି କରି ଖେଳୁଥିବାବେଳେ ଧସିଥିଲା ବାଲି ଅତଡ଼ା । ଫଳରେ ୩ ଜଣ ନାବାଳକ ବାଲିରେ ପୋତି ହୋଇ ଯାଇଥିଲେ । ଅନ୍ୟ ଜଣେ ନାବାଳକ ଘଟଣା ସମ୍ପର୍କରେ ଗାଁକୁ ଆସି କହିବା ପରେ ନଦୀ ପଠାକୁ ଯାଇଥିଲେ ଗ୍ରାମବାସୀ । ସେମାନଙ୍କୁ ବାଲି ପଠାରୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ନେଇଥିଲେ । ସେଠାରେ ଜଣେ ନାବାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର