ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଲା ଫୁଲ ଡ୍ରେସ୍ ରିହର୍ସାଲ, ପୋଲିସ ଡିଜିଙ୍କ ଉପସ୍ଥିତିରେ ଅଭ୍ୟାସ

The Sakala Picture
Published On

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍ । ଆଜି ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ […]

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଆଜି ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନ ଅଂଶ ଗ୍ରହଣ କରିଛନ୍ତି ଆଜିର ଅଭ୍ୟାସରେ । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି । ତ୍ରୀସ୍ତରୀୟ ସୁର୭ା ବ୍ୟାବସ୍ଥାରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

24 Jan 2023 By The Sakala

ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଲା ଫୁଲ ଡ୍ରେସ୍ ରିହର୍ସାଲ, ପୋଲିସ ଡିଜିଙ୍କ ଉପସ୍ଥିତିରେ ଅଭ୍ୟାସ

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍ ।

ଆଜି ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନ ଅଂଶ ଗ୍ରହଣ କରିଛନ୍ତି ଆଜିର ଅଭ୍ୟାସରେ । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି । ତ୍ରୀସ୍ତରୀୟ ସୁର୭ା ବ୍ୟାବସ୍ଥାରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର