ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସମ୍ପନ୍ନ ହେଲା ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ

The Sakala Picture
Published On

ଭୁବନେଶ୍ବର: ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ହେଲା ଶେଷକୃତ୍ୟ । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା […]

ଭୁବନେଶ୍ବର: ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ହେଲା ଶେଷକୃତ୍ୟ । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇ ବାଲିପଡିଆ ଶ୍ମଶାନ ଘାଟକୁ ଅଣାଯାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ରେଡ୍ ଆଲର୍ଟ: ଘନୀଭୂତ ହେଉଛି ଲଘୁଚାପ, ଆଜି ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଗତକାଲି ୧୦୨ ବର୍ଷ ବୟସରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ହୋଇଥିଲା । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଟିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାସହ ସ୍ବର୍ଗତ ନୀଳମଣିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ୭ ଦଫା ଦାବି ନେଇ ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ୧୨ ଘଣ୍ଟିଆ ବନ୍ଦ ଡାକରା: କଟକ ଓ ଭୁବନେଶ୍ୱରରେ ସେବା ପ୍ରଭାବିତ

28 Jan 2024 By The Sakala

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସମ୍ପନ୍ନ ହେଲା ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ହେଲା ଶେଷକୃତ୍ୟ । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇ ବାଲିପଡିଆ ଶ୍ମଶାନ ଘାଟକୁ ଅଣାଯାଇଥିଲା ।

ଗତକାଲି ୧୦୨ ବର୍ଷ ବୟସରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ହୋଇଥିଲା । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଟିଲା । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ । ଏହାସହ ସ୍ବର୍ଗତ ନୀଳମଣିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର