ବିଜେବି କଲେଜର ପୂର୍ବତନ ଛାତ୍ରଙ୍କୁ କ୍ୟାମ୍ପସରୁ ଉଠାଇ ନେଲା ପୁଲିସ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ବର: ବିଜେବି କଲେଜର ଜଣେ ପୂର୍ବତନ ଛାତ୍ରକୁ ପୁଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି।  ଏହାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖାଦେଇଛି । ପୂରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୁଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଗତକାଲି ରାତି ପ୍ରାୟ ରାତି ୮ ଟାରୁ ୯ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୁଲିସ ଉଠାଇ ନେଇଥିଲା । ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି […]

ଭୁବନେଶ୍ବର: ବିଜେବି କଲେଜର ଜଣେ ପୂର୍ବତନ ଛାତ୍ରକୁ ପୁଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି।  ଏହାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖାଦେଇଛି । ପୂରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୁଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଗତକାଲି ରାତି ପ୍ରାୟ ରାତି ୮ ଟାରୁ ୯ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୁଲିସ ଉଠାଇ ନେଇଥିଲା । ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସମସ୍ତ କ୍ଲାସ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇବା ସହ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର